Categories: ଜାତୀୟ

ଥରିଲା ଦିଲ୍ଲୀ

ନୂଆଦିଲ୍ଲୀ,୨୫।୧୨: ନୂଆଦିଲ୍ଲୀରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ମାତ୍ର ୨.୩ ଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ। ଦିଲ୍ଲୀର ନାଙ୍ଗଲୋଇ ଓ ଏହାର ଆଖପାଖ ଅଞ୍ଚଳରେ ସକାଳ ୫.୦୨ ମିନିଟ୍‌ରେ ଏହି ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟ୍‌କା ଲାଗିବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।

Share