କ୍ରୋଏସିଆରେ ଭୟଙ୍କର ଭୂମିକମ୍ପ

କ୍ରୋଏସିଆ,୨୯ା୧୨: କେନ୍ଦ୍ରୀୟ କ୍ରୋଏସିଆରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାପଡ଼ିଛି। ଏହା ଦ୍ୱାରା କେନ୍ଦ୍ରୀୟ କ୍ରୋଏସିଆରେ ଥିବା ପେଟ୍ରିଞ୍ଜା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଭୂମିକମ୍ପରେ ଅନେକ ବଡ଼ବଡ଼ କୋଠା, ଆପାର୍ଟମେଣ୍ଟ ଭାଙ୍ଗି ପଡ଼ିଥିବା ଦେଖାଯାଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Share