ଇମ୍ପାଲ,୧୮।୧୦: ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ମଙ୍ଗଳବାର ୯.୧୯ ମିନିଟ୍ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଏହାର ଗଭୀରତା ୩୦ କି.ମି., ଆକ୍ଷାଂଶ ୨୪.୯୪ ଏବଂ ଦ୍ରାଘିମା ୯୩.୫୩ ରହିଛି। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
Earthquake of Magnitude:3.5, Occurred on 18-10-2022, 09:19:20 IST, Lat: 24.94 & Long: 93.53, Depth: 30 Km ,Location: 41km NW of Bishnupur, Manipur, India for more information Download the BhooKamp App https://t.co/UVGU8bFy6w @Indiametdept @ndmaindia pic.twitter.com/wcgpqrOnEa
— National Center for Seismology (@NCS_Earthquake) October 18, 2022