କାବୁଲ,୧୦।୪: ଆଫଗାନିସ୍ତାନର ଫୌଜାବାଦରେ ସୋମବାର ସକାଳ ପ୍ରାୟ ୮ଟା୨୩ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଫୌଜାବାଦର ୮୬ କିଲୋମିଟର ଦକ୍ଷିଣ-ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ତେବେ ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାପଡିଛି।