ଥରିଲା ଜାପାନ

ଟୋକିଓ,୫ା୫: ପଶ୍ଚିମ ଜାପାନର ଇଶିକାଓ୍ବାରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା। ଅଧିକାରୀଙ୍କ କହିବାନୁସାରେ, ଭୂକମ୍ପ ପରେ ସୁନାମୀ ସମ୍ପର୍କରେ କୌଣସି ସୂଚନା ନାହିଁ। ଗତ ମାସରେ ମଧ୍ୟ ୬.୧ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଭୂକମ୍ପରେ ହୋକାଇଡୋ ଦ୍ୱୀପ ଥରିଥିଲା।

Share