Categories: ଜାତୀୟ

ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ

ମୁମ୍ବାଇ,୧୬।୮: ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୬.୪୫ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି।

Share