Categories: ଜାତୀୟ

ଲଦାଖରେ ଭୂକମ୍ପ ଝଟକା

ଲେହ,୨।୧୨: ଶନିବାର ସକାଳେ ଲଦାଖରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକଟର ସ୍କେଲରେ ଏହାର ତୀବ୍ରତା ୩.୪ ରେ ମାପ କରାଯାଇଛି। କମ୍‌ ତୀବ୍ରତା ହେତୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନଥିବା ଜଣାପଡିଛି।

Share