ମ୍ୟାନମାରରେ ଭୂକମ୍ପ

ବର୍ମା,୧୯ା୬: ସୋମବାର ସକାଳେ ମ୍ୟାନମାରରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ରିପୋର୍ଟରୁ ପ୍ରକାଶ ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ଥିଲା। ତେବେ ଏପର୍ଯ୍ୟନ୍ତ ଧନଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବା ନେଇ କୌଣସି ଖବର ମିଳିନାହିଁ।

Share