ଦକ୍ଷିଣ ତିବ୍ବତ୍‌ରେ ଭୂକମ୍ପ

ଶିଜାଙ୍ଗ୍‌,୩ା୪: ନ୍ୟାଶନାଲ ସେଣ୍ଟର ଫର୍‌ ସେସ୍‌ମୋଲୋଜି (ଏନ୍‌ସିଏସ୍‌) ଅନୁଯାୟୀ, ସୋମବାର ସକାଳେ ଦକ୍ଷିଣ ତିବ୍ଦତର ଶିଜାଙ୍ଗ୍‌ ଅଞ୍ଚଳରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି।

୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Share