ଆଫଗାନିସ୍ତାନରେ ଭୂକମ୍ପ ଝଟକା…

କାବୁଲ,୧୧।୧୦: ଆଫଗାନିସ୍ତାନରେ ବୁଧବାର ସକାଳ ୬.୧୧ରେ ଉତ୍ତର-ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଛି। ପ୍ରକାଶ ଯେ, ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା। ଗତ ସପ୍ତାହରେ ଆଫଗାନିସ୍ତାନରେ ଘଟିଥିବା ଏହି ଭୂକମ୍ପ ବର୍ତ୍ତମାନ ପର୍ଯ୍ୟନ୍ତ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଛି।

Share