ମୋଲୁକା ସାଗରରେ ୬.୦ ତୀବ୍ରତାର ଭୂକମ୍ପ

ଜାକର୍ତ୍ତା,୨୨।୧୧: ମୋଲୁକା ସାଗରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୮.୧୮ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଏକ ବିବୃତ୍ତିରେ ଏହି ସୂଚନା ଦେଇଛି। ଏହା ଅକ୍ଷାଂଶ ୧.୭୬ ଏବଂ ଦ୍ରାଘିମା ୧୨୭.୧୦ ଏବଂ ଗଭୀରତା ୧୧୦ କିଲୋମିଟର ଥିବା ସୂଚନା ରହିଛି।

Share