ଡେରାଡୁନ,୨୨।୨: ଉତ୍ତରାଖଣ୍ଡରେ ବୁଧବାର ଭୂକମ୍ପ ସୃଷ୍ଟି ହୋଇଛି। ଦିନ ପ୍ରାୟ ୧.୩୦ ସମୟରେ କୁମାଓନ ଡିଭିଜନର ପିଥୋରାଗଡରେ ଏହି ଭୂକମ୍ପ ହୋଇଛି। ଏହି ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ନାହିଁ।
ସୂଚନାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୪ ରେ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପିଥୋରାଗଡ ଠାରୁ ୧୪୩ କିଲୋମିଟର ଦୂରରେ ୧୦ କିଲୋମିଟର ଦୂରରେ ଥିଲା।
Earthquake of Magnitude:4.4, Occurred on 22-02-2023, 13:30:23 IST, Lat:29.56 & Long:81.70, Depth: 10 Km ,Location: 143km E of Pithoragarh, Uttarakhand, India for more information Download the BhooKamp App https://t.co/MNTAXJS0EJ@Dr_Mishra1966 @Ravi_MoES @ndmaindia @Indiametdept pic.twitter.com/ovDBNhb7VO
— National Center for Seismology (@NCS_Earthquake) February 22, 2023