ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂକମ୍ପ

କାବୁଲ,୨୯।୬: ଆଫଗାନିସ୍ତାନରେ ଭୂକମ୍ପ ଝଟକା। ଗୁରୁବାର ସନ୍ଧ୍ୟା ୫.୫୫ରେ ଭୂକମ୍ବ ଅନୁଭୂତ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ଏହି ଭୂକମ୍ପର କେନ୍ଦ୍ର ଆଫଗାନିସ୍ତାନର ଫୌଜାବାଦର ପୂର୍ବ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିଲା।

 

Share