ତାଇଓ୍ବାନ୍‌ରେ ଟ୍ରେନ୍‌ ଦୁର୍ଘଟଣା: ୩୬ ଯାତ୍ରୀ ମୃତ, ୭୨ ଆହତ

ତାଇଓ୍ବାନ୍‌,୨।୪: ତାଇୱାନର ପୂର୍ବ ଉପକୂଳ ନିକଟରେ ଏକ ଟ୍ରେନ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଅତିକମରେ ୩୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭୨ ଜଣ ଆହତ ହୋଇଥିଲେ। ରିପୋର୍ଟ ଅନୁଯାୟୀ ଟ୍ରେନରେ ୩୫୦ ଯାତ୍ରୀ ଥିଲେ। ଏକ ଟ୍ରକ ସହ ଟ୍ରେନ ଧକ୍କା ହୋଇ ଏହି ଦୁର୍ଘଟରା ଘଟିଥିବା ଜଣାପଡିଛି। ଟୋରୋକୋ ଜର୍ଜ ସ୍କେନିକ ଏରିଆ ନିକଟରେ ଶୁକ୍ରବାର ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

 

Share