ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ପାଇଁ ଖାଆନ୍ତୁ ଏହାକୁ

ଛତୁ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ଖାଇବାକୁ କେବଳ ଯେ ସ୍ବାଦିଷ୍ଟ ତାହା ନୁହେଁ ବରଂ ଏହା ସ୍ବାସ୍ଥ୍ୟ ଉପକାରୀ ମଧ୍ୟ। ପୋଷକ ତତ୍ତ୍ୱରେ ଭରପୁର ଥିବା ଛତୁକୁ ଆୟୁର୍ବେଦରେ ଔଷଧ ଭାବେ ଗ୍ରହଣ କରାଯାଏ। ଏହା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ।

– ଛତୁରେ ଥିବା ଆଣ୍ଟିଅକ୍ସିଡେଣ୍ଟ ବୟସ ବଢ଼ିବା ଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ସହ ତ୍ୱଚାରେ ଚମକ ଆଣିଥାଏ। ଫଳରେ ଆପଣ କମ୍‌ ବୟସ୍କର ଲାଗିଥାନ୍ତି।

– ଏହାକୁ ନିୟମିତ ଖାଇବା ଫଳରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ହୋଇଥାଏ। ଏହା ଥଣ୍ଡା ଓ ଶର୍ଦ୍ଦିରୁ ମୁକ୍ତି ଦେଇଥାଏ।

– ଛତୁରୁ ଭରପୁର ମାତ୍ରାରେ ଭିଟାମିନ ‘ଡି’ ମିଳିଥିବାରୁ ଏହା ହାଡକୁ ମଜଭୁତ କରିଥାଏ।

– ଏଥିରେ ଥିବା ବିଟା ଗ୍ଲୁକୋଜ କୋଲେଷ୍ଟ୍ରୋଲ ମାତ୍ରା କମ୍‌ କରିବା ସହିତ ମଧୁମେହ ଓ ହାର୍ଟଆଟାକ୍‌ରୁ ମୁକ୍ତି ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା...

ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ

ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ...

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ କରଜରୁ ମୁକ୍ତି ଚାହୁଁଥିଲେ

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ। ଆଉ ଠିକ୍‌ ସମୟରେ ଶୁଝିଦେଲେ ମନକୁ ଶାନ୍ତି ମିଳେ। କିନ୍ତୁ ବେଳେବେଳେ ଦେଖାଯାଏ, ଯେତେ ଚାହିଁଲେ...

ମନୁଷ୍ୟର ଏସବୁ କର୍ମ ପାଇଁ ହ୍ରାସ ପାଏ ଆୟୁଷ, ପ୍ରେମାନନ୍ଦ ମହାରାଜ କହିଲେ…

କଥାରେ ଅଛି କର୍ମ ଅନୁସାରେ ମିଳଇ ଫଳ। ଆମେ ଜୀବନରେ ଯେଉଁଭଳି କର୍ମ କରିଥାଉ, ତାର ପରିଣାମ ଆମକୁ ଏହି ଜନ୍ମରେ ଭୋଗିବାକୁ ପଡେ। ମଥୁରାର...

କୁମ୍ଭ ରାଶିର ବ୍ୟକ୍ତିଙ୍କ ଲାଗି କିଭଳି ରହିବ ବର୍ଷ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ସ୍ବାସ୍ଥ୍ୟ, ବୈବାହିକ ଜୀବନ ବିଷୟରେ… 

ଆସୁଛି ନବବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ନୂଆ ବର୍ଷ କିଭଳି ଫଳ ଦେବ ତାହାକୁ ନେଇ ଚିନ୍ତିତ। ଏମିତିରେ ଆଜିର...

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଲାଗି କିଭଳି ରହିବ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ବୈବାହିକ ଜୀବନ ଆଦି ବିଷୟରେ…

ଆସୁଛି ନୂଆବର୍ଷ ୨୦୨୫। ଏହା ମେଷ ରାଶିର ଜାତକଧାରୀଙ୍କ ଲାଗି କିଭଳି ରହିବ ତାହା ଆଜିର ଆଲୋଚନାରେ ଜାଣିବା। ତେବେ ବୈଦିକ ଜ୍ୟୋତିଷ ଅନୁଯାୟୀ ମେଷ...

୨୦୨୫ ପ୍ରଥମ ଦିନରେ ଏହି ୩ ରାଶିରେ ରହିଛି ରାଜଯୋଗ, ବଦଳିଯିବ ଭାଗ୍ୟ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଗାମୀ ନୂତନ ବର୍ଷ ଅର୍ଥାତ୍‌ ୨୦୨୫ ଗ୍ରହ ନକ୍ଷତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଅନେକ ବଡ ଗ୍ରହ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri