Categories: Video

ECI announces Bijepur bypoll schedule | ବିଜେପୁର ଉପ ନିର୍ବାଚନ ତାରିଖ ଘୋଷଣା

By-election for Bijepur Assembly constituency will be held October 21, a press notification issued by Election Commission of India (ECI) said Saturday. According to the ECI, the gazette notification for the bypoll, from when nomination will start, will be published September 23 while the last date for nomination filing is September 30.

ବିଜେପୁର ଉପନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୨୧ରେ ଏଠାରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଓ୨୪ରେ ଭୋଟ ଗଣତି ହେବ। ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ। ଉଭୟ ସ୍ଥାନରୁ ବିଜୟୀ ହେବା ପରେ ନବୀନ ବିଜେପୁର ଆସନ ଛାଡ଼ିଥିଲେ।