‘ପୋନିୟିନ ସେଲଭାନ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ଲାଇକା ପ୍ରଡକ୍ସନ୍ସ ଉପରେ ଇଡିର ଚଢାଉ

ଚେନ୍ନାଇ,୧୬।୫: ତାମିଲନାଡୁର ରାଜଧାନୀ ଚେନ୍ନାଇର ଲାଇକା ପ୍ରଡକ୍ସନ୍ସ ପରିସରରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିଛି। ଏହି କମ୍ପାନୀ ବକ୍ସ ଅଫିସରେ ହିଟ ଚଳଚ୍ଚିତ୍ର ‘ପୋନିୟିନ ସେଲଭାନ-୧’ ଏବଂ ‘ପୋନିୟିନ ସେଲଭାନ-୨’ ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରଡକ୍ସନ ହାଉସ ବିରୋଧରେ ଟଙ୍କା ହେରଫେର ମାମଲା ପଞ୍ଜୀକୃତ କରିବା ପରେ ରାଜଧାନୀ ଚେନ୍ନାଇର ପ୍ରାୟ ଆଠଟି ସ୍ଥାନରେ ତଦନ୍ତ ଚାଲିଛି।

 

Share