ସୋସିଆଲ ମିଡିଆରେ ଦୁଇ ଛୋଟ ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବଡ଼ ଭାଇ ନିଜ ଛୋଟ ଭାଇଙ୍କୁ ଦୀର୍ଘ ନିଃଶ୍ୱାସ ନେବା ଶିଖାଉଛନ୍ତି। ସେ ତାଙ୍କ ସାନ ଭାଇଙ୍କୁ କହୁଛନ୍ତି, ଏମିତି ନିଃଶ୍ୱାସ ନେଲେ ଶାନ୍ତ ରହିବ।
My four year old was about to have a whole tantrum and my 6 year old helped him manage his breathing so he could calm down…. I’d say I’m doing freaking alright pic.twitter.com/wkGYPn0H4a
— ♥️B⚘ O⚘ Y⚘ MOM♥️ (@Ashleyoutloud) March 15, 2021
ଭିଡିଓଟିକୁ @Ashleyoutloud ନାମକ ଜଣେ ୟୁଜର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ମୋ ୪ ବର୍ଷର ପୁଅ ଭାରି ଦୁଷ୍ଟ। ଆଉ ମୋ ୬ ବର୍ଷର ପୁଅ ତାକୁ ଦୀର୍ଘ ନିଃଶ୍ୱାସ ନେବା ପାଇଁ କହୁଛି। ଯାହା ଫଳରେ ସେ ଶାନ୍ତ ହୋଇଯିବା ଶିଖାଉଛି। ସୋସିଆଲ ମିଡିଆରେ ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଆପଣ ଏହି ଭିଡିଓ ଦେଖିଲେ ବୁଝିପାରିବେ ସାନ ଭାଇକୁ ବଡ଼ ଭାଇ କେତେ ଭଲ ପାଉଛନ୍ତି।