ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ

ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍‌.ଏ./ସ୍ବ.ପ୍ର.):

ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ ମଙ୍ଗରାଜ ଓ ସମିତିସଭ୍ୟ ଲଲାଟ କେଶରୀ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ସେହିପରି ଚାଇଁପୁର ପଞ୍ଚାୟତରେ ସରପଞ୍ଚ ଜୟନ୍ତୀ ବରାଳ ଓ ସମିତିସଭ୍ୟ ମଞ୍ଜୁଲତା ହାତୀ, ସୁଜନପୁର ପଞ୍ଚାୟତରେ ସରପଞ୍ଚ ପ୍ରିୟଙ୍କା ବଳବନ୍ତରାୟ ଓ ସମିତିସଭ୍ୟ ଅଜୟ ରାଉତରାୟ, ସିଂହବରହମପୁର ପଞ୍ଚାୟତରେ ସରପଞ୍ଚ ରଶ୍ମିତା ବେହେରା ଓ ସମିତିସଭ୍ୟ ନରେନ୍ଦ୍ର ପ୍ରଧାନ, ରେଙ୍ଗଳରେ ସରପଞ୍ଚ ସାଗରିକା ବଡ଼ଜେନା ଓ ସମିତିସଭ୍ୟ ବିନୋଦିନୀ ସ୍ବାଇଁ, ଗୋଡ଼ିପୁଟ ମାଟିଆପଡ଼ାରେ ସରପଞ୍ଚ ରଜନୀ ଶାସମଲ ଓ ସମିତିସଭ୍ୟ ଦୁର୍ବାସା ନିଶଙ୍କ, ହରିରାଜପୁର ପଞ୍ଚାୟତରେ ସରପଞ୍ଚ ରୀନାରାଣୀ ରାଉତରାୟ ଓ ସମିତିସଭ୍ୟ ବାସନ୍ତୀ ସାହୁ ନିର୍ବାଚିତ ହୋଇଛନ୍ତି।
ବ୍ରହ୍ମଗିରି ବ୍ଲକ ୨୮ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୧୦ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଭୁବନପୁର ପଞ୍ଚାୟତର ସରପଞ୍ଚ ଭାବେ ଅମୂଲ୍ୟ କୁମାର ପ୍ରଧାନ ଓ ସମିତିସଭ୍ୟ ଭାବେ ତ୍ରିନାଥ ପଲାଇ ନିର୍ବାଚିତ ହୋଇଛନ୍ତି। ସେହିପରି ଗଡରୋଡଙ୍ଗ ପଞ୍ଚାୟତରେ ସରପଞ୍ଚ ନମିତା ବଳିଆରସିଂ ଓ ସମିତି ସଭ୍ୟ କରିସ୍ମା ସେଠୀ, ବ୍ରହ୍ମଗିରିରେ ସରପଞ୍ଚ ରାଧାରାଣୀ ଦଳାଇ ଓ ସମିତିସଭ୍ୟ ରତ୍ନମାଳା ବେହେରା, ବେଣ୍ଟପୁରରେ ସରପଞ୍ଚ ବିଜୟ ଲକ୍ଷ୍ମୀ ପଲାଇ ଓ ସମିତି ସଭ୍ୟ ମାଳିନୀ ଦଳାଇ, ବ୍ରହ୍ମଣିଆରେ ସରପଞ୍ଚ ନିରଞ୍ଜନ ସେଠୀ ଓ ସମିତି ସଭ୍ୟ ବବିତା ସ୍ବାଇଁ, ଚାପମାଣିକରେ ସରପଞ୍ଚ ଅମୂଲ୍ୟ ପ୍ରଧାନ ଓ ସମିତି ସଭ୍ୟ ରେଖା ନାୟକ, ଧରଣୀକୁଦୀରେ ସରପଞ୍ଚ ଗୀତାଞ୍ଜଳୀ ବିଶ୍ବାଳ ଓ ସମିତି ସଭ୍ୟ ପ୍ରମିଳା ମଲ୍ଲିକ, କହଳପଦାରେ ସରପଞ୍ଚ ଭଗବାନ ପରିଡା ଓ ସମିତି ସଭ୍ୟ ସୁମିତ୍ରା ବରାଳ, ନିଆଜପୁରରେ ସରପଞ୍ଚ ସୁରେନ୍ଦ୍ର କାଣ୍ଡି, ସମିତି ସଭ୍ୟ ଭାବେ ଶୁକଦେବ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି।
ସତ୍ୟବାଦୀ ବ୍ଲକ ୩୧ନଂ. ଜିଲାପରିଷଦ ଜୋନ ଅନ୍ତର୍ଗତ ୯ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଅଳଗୁମ ପଞ୍ଚାୟତର ସରପଞ୍ଚ ଭାବେ ସରସ୍ବତୀ ବିଶ୍ୱାଳ ଓ ସମିତି ସଭ୍ୟ ଭାବେ ପୁଷ୍ପାଞ୍ଜଳି ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି। ସେହିପରି ଆଳିସ ପଞ୍ଚାୟତର ସରପଞ୍ଚ ସୁରଥ ଚନ୍ଦ୍ର ସେଠୀ ଓ ସମିତି ସଭ୍ୟ ବିପିନ କୁମାର ବେହେରା, ଦାଶବିଦ୍ୟାଧରପୁର ପଞ୍ଚାୟତରେ ସରପଞ୍ଚ ଝରଣା ବାଳା ସ୍ବାଇଁ ଓ ସମିତିସଭ୍ୟ ଶକୁନ୍ତଳା ପ୍ରଧାନ, ନରେନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଗୌରାଙ୍ଗ ମଲ୍ଲିକ ଓ ସମିତିସଭ୍ୟ ଝରଣା ମଲ୍ଲିକ, ନୂଆସୋମେଶ୍ୱରପୁରରେ ସରପଞ୍ଚ ପ୍ରଶାନ୍ତ କୁମାର ପାଣି ଓ ସମିତିସଭ୍ୟ ଜ୍ୟୋତିର୍ମୟୀ ପଣ୍ଡା, ବିରାମଚନ୍ଦ୍ରପୁରରେ ସରପଞ୍ଚ ଦୀପା ବେହେରା ଓ ସମିତିସଭ୍ୟ କିଶୋର ଭୋଇ, ମଧୁବନ ପଞ୍ଚାୟତରେ ସରପଞ୍ଚ କାନ୍ତିଲତା ପରିଡା ଓ ସମିତିସଭ୍ୟ ପୁଷ୍ପଲତା ସାହୁ, ସାଣ୍ଡରା ଶାସନରେ ସରପଞ୍ଚ ବାସନ୍ତୀ ବେହେରା ଓ ସମିତି ସଭ୍ୟ ସମିତ୍ରା ବେହେରା, ଶୁକଳ ପଞ୍ଚାୟତରେ ସରପଞ୍ଚ ଭାବେ ଲଳିତ ମୋହନ ସେନାପତି ଓ ସମିତିସଭ୍ୟ ଭାବେ ବସନ୍ତ କୁମାର ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି।
ନିମାପଡ଼ା ବ୍ଲକ ୧୮ନଂ. ଜିଲାପରିଷଦ ଜୋନ ଅନ୍ତର୍ଗତ ୮ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଉଚ୍ଛପୁର ପଞ୍ଚାୟତରେ ସରପଞ୍ଚ ଭାବେ ସୁରେଶ ମଙ୍ଗରାଜ ଓ ସମିତିସଭ୍ୟ ଭାବେ ଅନୁସୟା ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେହିପରି ଗୋପୀନାଥପୁର ପଞ୍ଚାୟତରେ ସରପଞ୍ଚ ପ୍ରଭାତ କୁମାର ରାୟ ଓ ସମିତିସଭ୍ୟ ମୁକୁନ୍ଦ ମହାରଣା, ନୂଆସନ୍ଥ ପଞ୍ଚାୟତରେ ପ୍ରଫୁଲ୍ଲ କୁମାର ସ୍ବାଇଁ ଓ ସମିତିସଭ୍ୟ ଦୁର୍ଗା ପ୍ରସାଦ ପ୍ରଧାନ, ବଳଙ୍ଗା ପଞ୍ଚାୟତର ସରପଞ୍ଚ ଅଞ୍ଜଳି ପ୍ରଧାନ ଓ ସମିତି ସଭ୍ୟ ପ୍ରକାଶ କୁମାର ସାହୁ, କୋଟକୋସାଙ୍ଗ ପଞ୍ଚାୟତରେ ସରପଞ୍ଚ ଜୟନ୍ତୀ ବିଶ୍ୱାଳ ଓ ସମିତିସଭ୍ୟ ପାର୍ଥନା ନାୟକ, ଗଡ଼ପଦନପୁର ପଞ୍ଚାୟତରେ ସରପଞ୍ଚ ରାକେଶ କୁମାର ବାରିକ ଓ ସମିତିସଭ୍ୟ ରଞ୍ଜିତ୍‌ ରାଉତରାୟ, ଶାଇଁସଶାସନ ପଞ୍ଚାୟତରେ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ ଓ ସମିତିସଭ୍ୟ ସନ୍ଧ୍ୟାରାଣୀ ରଥ, ହରିପୁର ପଞ୍ଚାୟତରେ ସରପଞ୍ଚ ତିଳୋତ୍ତମା ସାହୁ ଓ ସମିତିସଭ୍ୟ ସୁନିଲ କୁମାର ରଥ ନିର୍ବାଚିତ ହୋଇଛନ୍ତି।
କାକଟପୁର ବ୍ଲକର ୬ନଂ ଜୋନ୍‌ ଅନ୍ତର୍ଗତ ସୁହାଗପୁର ଗ୍ରାମପଞ୍ଚାୟତର ସରପଞ୍ଚ ଭାବେ ସେକ୍‌ ଅବତାର, ସମିତି ସଭ୍ୟ ଭାବେ ଶ୍ରୀଧର ନାୟକ, କଂପଡ଼ା ପଞ୍ଚାୟତର ସରପଞ୍ଚ ରୀନା ନାୟକ, ସମିତି ସଭ୍ୟା ମିତା ପାତ୍ର ନିର୍ବାଚିତ ହୋଇଛନ୍ତି। କଟକଣା ପଞ୍ଚାୟତର ସରପଞ୍ଚ ରୁକ୍‌ସାନା ବିବି, ସମିତି ସଭ୍ୟା ପ୍ରଭାତୀ ବିଶ୍ୱାଳ, ଲତାହରଣ ପଞ୍ଚାୟତ ସରପଞ୍ଚ ପ୍ରଦୀପ୍ତ ବିଶ୍ୱାଳ, ସମିତିସଭ୍ୟା ସାରାଣୀ ସାହୁ, ପାଟସୁନ୍ଦରପୁର ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ରାଉତ, ସମିତି ସଭ୍ୟ ମନୋଜ କୁମାର ନାୟକ, ଭଣ୍ଡାଘର ପଞ୍ଚାୟତର ସରପଞ୍ଚ ଭୀମା ଦାସ, ସମିତି ସଭ୍ୟା ସଙ୍ଗୀତା କାଣ୍ଡି ବିଜୟୀ ହୋଇଥିବା କାକଟପୁର ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ତୁଷାର ଜ୍ୟୋତି ରଞ୍ଜନ ସୂଚନା ଦେଇଛନ୍ତି।
କଣାସ ବ୍ଲକ ୩ ନମ୍ବର ଜୋନ୍‌ ଅଧୀନ ୯ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଫଳାଫଳ ପ୍ରକାଶ ପାଇଛି। ବଡାଲ ଗ୍ରାମପଞ୍ଚାୟତରେ ଧନେଶ୍ୱର ଲେଙ୍କା ୨୧୩୨ ଓ ବକୁରେ ଗୀତାଞ୍ଜଳି ଶର୍ମା ୧୮୫୩ ଖଣ୍ଡ ଭୋଟ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଦେଈପୁର ସରପଞ୍ଚ ଭାବେ ସ୍ବାଗତିକା ପ୍ରଧାନ ୧୪୦୩ ଖଣ୍ଡ ଏବଂ ଦୋଛିଆ ସରପଞ୍ଚ ଭାବେ ବନମାଳି ରାଉତ ୧୩୫୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଗଡ଼ଖାରଦରେ ମହେଶ୍ୱର ସେଠୀ ୧୮୭୭ ଓ ଦିବ୍ୟସିଂହପୁରରେ ଝରଣା ମିଶ୍ର ୧୭୭୬ ଖଣ୍ଡ ଭୋଟ ପାଇ ସରପଞ୍ଚ ଭାବେ ଜିତିଛନ୍ତି। କାଦୁଆ ପଞ୍ଚାୟତରେ ଦୁଃଶାସନ ସ୍ବାଇଁ ୧୯୮୨, ଗୋପୀନାଥପୁରରେ ସୁକାନ୍ତି ବେହେରା ୧୭୮୦, ସାହୁପଡ଼ାରେ ଭିକାରୀ ଚରଣ ବଳିଆରସିଂହ ୨୧୯୫ ଖଣ୍ଡ ଭୋଟ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ସାହୁପଡ଼ା ପଞ୍ଚାୟତରେ ସୁମିତ୍ରା ମଙ୍ଗରାଜ ୨୦୯୫ ଓ ବକୁରେ ଲକ୍ଷ୍ମୀଧର ଜଗଦ୍ଦେବ ୧୭୫୦ଟି ଭୋଟ ପାଇ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଦେଈପୁରରେ ମନୋରଞ୍ଜନ ପାଇକରାୟ ୮୧୧, ବଡାଲରେ ସଞ୍ଜୟ କୁମାର ମାନସିଂହ ୧୭୭୧, କାଦୁଆରେ ଶକ୍ତିଧର ପ୍ରଧାନ ୧୯୩୮ ଏବଂ ଗୋପୀନାଥପୁରରେ ଜୟନ୍ତୀ ମହାପାତ୍ର ୧୭୬୭ଟି ଭୋଟ ପାଇ ସମିତିସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ଗଡ଼ ଖାରଦରେ ଗୌରହରି ନାୟକ ୧୯୯୨, ଦିବ୍ୟସିଂହପୁରରେ ସୁମିତ୍ରା ପ୍ରଧାନ ୧୯୪୫ଟି ଭୋଟ ପାଇ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri