Advertisement
Categories: ଜାତୀୟ

ରିଲିଜ ହେବ ନାହିଁ ମମତାଙ୍କ ବାୟୋପିକ୍‌: ନିର୍ବାଚନ ଆୟୋଗ ଲଗାଇଲେ କଟକଣା

ମୁମ୍ବାଇ,୨।୫: ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ବାଘିନି’ର ରିଲିଜ ଉପରେ କଟକଣା ଲଗାଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ଆଚାର ସଂହିତା ଲାଗୁ ରହିଥିବା ପର୍ଯ୍ୟନ୍ତ ଫିଲ୍ମକୁ ରିଲିଜ କରାଯିବ ନାହିଁ ବୋଲି ନିର୍ବାଚନ ଆୟାଗ ପ୍ରଯୋଜକଙ୍କୁ କହିଛନ୍ତି। ଅପରପକ୍ଷରେ ଏହି ଫିଲ୍ମ ମେ ୩କୁ ପରଦାକୁ ଆସିବାକୁ ଥିବା ବେଳେ ପୂର୍ବରୁ ଏହାର ଟ୍ରେଲର ରିଲିଜ ଉପରେ ବି କଟକଣା ଲଗାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share