Posted inଫୁରସତ

ଜିପ୍‌ ଆଗକୁ ଆକ୍ରମଣ ମୋଡ୍‌ରେ ଆସୁଥିଲା ହାତୀ, ଡ୍ରାଇଭର ଯାହାକଲେ… 

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ  କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ  କରିପକାଏ। ବର୍ତ୍ତମାନ ଭାଇରାଲ  ହେଉଥିବା ଭିଡିଓରେ  ଜଙ୍ଗଲ ସଫାରି  ଦେଖିବାକୁ ମିଳିଛି। ବେଳେ ବେଳେ ଜଙ୍ଗଲ ସଫାରି ଉତ୍ସାହପୂର୍ଣ୍ଣ ହୋଇଥିବା ବେଳେ ଏହାର ଅନୁଭୂତି ବହୁତ ଖରାପ ହୋଇଥାଏ।
ଜିପ୍‌ରେ ଜଙ୍ଗଲ ସଫାରି କରିବା ବେଳେ  ହାତୀ ରାସ୍ତା  ଅଟକାଇଥିଲା। ମାତ୍ର ଉକ୍ତ ଜିପ୍‌ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିଯୋଗୁ  ହାତୀ ରାସ୍ତାରୁ ହଟି ଯାଇଥିଲା।  ଯାହାକୁ ନେଇ ଚର୍ଚ୍ଚା  ବଢ଼ିଛି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛିଯେ,  ଜଙ୍ଗଲ ସଫାରି ଉପଭୋଗ କରୁଥିବା ପର୍ଯ୍ୟଟକଙ୍କ ଜିପ ଧୀରେ ଧୀରେ ଗତି କରୁଛି। ଏହି ସମୟରେ  ହାତୀପଲ ଗାଡି ଆଗକୁ ଚାଲି ଆସୁଛନ୍ତି। ସମାନଙ୍କ ମଧ୍ୟରୁ ଜଣେ ଆକ୍ରମଣ ମୋଡ୍‌ରେ ଜିପ ଆଡକୁ  ଦୌଡୁଥିବା ଦେଖିବାକୁ ମିଳୁଛି। ତେବେ ଡ୍ରାଇଭର ଗାଡିିକୁ ପଛକୁ ନେବା ପରିବର୍ତ୍ତେ ବାହାରକୁ ଆସି ଜିପ୍‌ର ବନେଟ ବଜେଇବା ଆରମ୍ଭ କରୁଛନ୍ତି। ମାତ୍ର ଯେତେବେଳେ ହାତୀ ଅଧିକ ଯୋରରେ ଆସିବାକୁ ଲାଗୁଛି ସେ ହାତୀକୁ ଟ୍ରାଫିକ୍‌ ପୋଲିସ ପରି ହାତ ଦେଖାଇ ଷ୍ଟପ୍‌ ନିର୍ଦ୍ଦେଶ ଦେଉଛନ୍ତି। ପରେ ହାତୀଟି ଫେରିଯାଉଛି।  ଏହି ଭିଡିଓଟି ଇନଷ୍ଟାଗ୍ରାମରେ @ ୱାଇଲ୍ଡଟ୍ରାଏଲ.ଇନରେ ଫେବୃଆରୀ ୬ରେ ପୋଷ୍ଟ କରାଯାଇଥିଲା। ଏହା ବର୍ତ୍ତମାନ ଭାଇରାଲ ହେଉଛି।

 

View this post on Instagram

 

A post shared by WildTrails.in (@wildtrails.in)


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅଧିକ ବର୍ଷ ବଞ୍ଚନ୍ତି ଏହି ଲୋକେ

କିଛି ଗବେଷଣାରୁ ଜଣାପଡ଼ିଛି ଯେ,ଜାପାନର ଲୋକେ ଦୀର୍ଘ ବର୍ଷ ବଞ୍ଚନ୍ତି।ସେମାନଙ୍କ ଦୀର୍ଘାୟୁ ହେବା ପଛରକାରଣ କ’ଣ ଜାଣନ୍ତୁ ସେ ସମ୍ପର୍କରେ… ଜାପାନର ଲୋକଙ୍କୁ ଦେଖି ସେମାନଙ୍କ...

ଏମିତି ଡାଇନିଂ ଦେଖିଲେ

ଏହି ବଡ଼ ମସୃଣ ଅଣ୍ଡାକୃତିର ଜିନିଷଟିକୁ ଦେଖି ଭାବୁଥିବେ ଏତେ ବଡ଼ ଅଣ୍ଡା ପୁଣି କେଉଁଠୁ ଆସିଲା? ତେବେ ପ୍ରକୃତରେ ଏହା ଅଣ୍ଡା ନୁହେଁ, ବରଂ...

ଫୋନ ବ୍ୟବହାରକାରୀ ସାବଧାନ, ବାବା ଭେଙ୍ଗା କଲେ ଏମିତି ଭବିଷ୍ୟବାଣୀ

ନୂଆଦିଲ୍ଲୀ: ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ସମସ୍ତେ ଜାଣନ୍ତି। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର...

Shocking News: ବିନା ବେକରେ ଦେଢ଼ ବର୍ଷ ଯାଏ ବଞ୍ଚିଲା କୁକୁଡ଼ା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଯଦି କାହାର ବେକ କଟିଯାଏ, ତେବେ ସେ କ’ଣ ବଞ୍ଚିପାରିବ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ହେବ – ନା। ହେଲେ ଆମେ ଆପଣଙ୍କୁ ଏପରି...

ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ...

କ’ଣ ପାଓ୍ବାର ବ୍ୟାଙ୍କ୍‌ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇଯାଏ? ଜାଣନ୍ତୁ…

ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କର...

Baba Vanga Prediction: ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏହି ୩ରାଶିର ଲୋକ ହେବେ କୋଟିପତି!

ବାବା ଭେଙ୍ଗା ୩ଟି ରାଶି ବିଷୟରେ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଦୁନିଆରେ ଏକରୁ ଅଧିକ ପ୍ରସିଦ୍ଧ ଭବିଷ୍ୟବକ୍ତା ଥିଲେ, ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।...

Air Cooler: କୁଲର୍‌ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image