Advertisement

ନୟାଗଡ଼ରେ ହାତୀ, ଲୋକେ ଆତଙ୍କିତ

ନୟାଗଡ଼,୧୬ା୬(ଲୋକନାଥ ମିଶ୍ର): ନୟାଗଡ଼ ଡିଆରଡିଏ ରାସ୍ତାର ନବୋଦୟ ସ୍କୁଲ ଅଞ୍ଚଳର ରୁଖି ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀ ଦେଖିବାକୁ ମିଳିଛି। ହାତୀଟି ଗୁରୁବାର ରାତିରେ ନୟାଗଡ଼ ଅଞ୍ଚଳକୁ ଚାଲି ଆସିଛି। ନୟାଗଡ଼ ସହରକୁ ହାତୀ ଆସିବା ପ୍ରଥମ ଘଟଣା ବୋଲି କୁହାଯାଉଛି। ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share