ଦୂରକରନ୍ତୁ ଲୁଗାର ଗନ୍ଧ

ବର୍ଷାଦିନେ ଲୁଗାପଟା ଠିକ୍‌ ଭାବେ ଶୁଖିପାରେ ନାହିଁ। ସେଥିପାଇଁ ସେଥିରୁ ଏକପ୍ରକାର ଗନ୍ଧ ବାହାରେ ଓ ପିନ୍ଧିବାକୁ ଭଲ ଲାଗେ ନାହିଁ। ତେବେ ବର୍ଷାଦିନେ ଲୁଗାପଟାର ଏହି ଗନ୍ଧ ଦୂରକରିବା ପାଇଁ
ଜାଣିରଖନ୍ତୁ କିଛି ସହଜ ଉପାୟ।

ଧୋଇବା ପାଇଁ ଏକାଠି ରଖିଥିବା ମଇଳା ଲୁଗାପଟାକୁ ଗୋଟିଏ ସ୍ଥାନରେ ଗଦାକରି ରଖନ୍ତୁ ନାହିଁ। ଏହା ଫଳରେ ମଇଳା ଲୁଗାରୁ ଏକା ପ୍ରକାର ଗନ୍ଧ ବାହାରିବ ଯାହାକୁ ସଫା କରିବା ପରେ ତୁରନ୍ତ ଗନ୍ଧ ଯିବନାହିଁ। ତେଣୁ ମଇଳା ଲୁଗା ସବୁକୁ ଏକ ରଶି ଉପରେ ଅଲଗା ଅଲଗା କରି ଝୁଲାଇ ରଖନ୍ତୁ।
ମଇଳା ଲୁଗାକୁ ବେଶି ଦିନ ନ ରଖି ଶୀଘ୍ର ସଫାକରି ଦିଅନ୍ତୁ। ବେଶି ଗନ୍ଧ ହେବ ନାହିଁ।
ସଫାହେବା ପରେ ବି ଲୁଗାପଟା ଗନ୍ଧ ନ ହେବା ପାଇଁ ସଫା କରିବା ସମୟରେ ଡିଟରଜେଣ୍ଟ ସହ କିଛି ଭିନେଗାର ଓ ବେକିଂ ସୋଡ଼ା ମିଶାନ୍ତୁ।
ବର୍ଷା ଯଦି ଲାଗି ରହିଥାଏ ତେବେ ଘରେ ଫ୍ୟାନ୍‌ ତଳେ ସଫା ଲୁଗାକୁ ଶୁଖାନ୍ତୁ। ବାହାରେ ଖରା ଆସିବା ପରେ ହିଁ ଲୁଗା ଶୁଖାନ୍ତୁ।
ବର୍ଷାଦିନେ ମଇଳା ଲୁଗା ଡିଟରଜେଣ୍ଟରେ ଭିଜାଇବା ସମୟରେ ସେଥିରେ କିଛି ଲେମ୍ବୁ ରସ ମିଶାଇ ଭିଜାନ୍ତୁ। ଶୁଖିବା ପରେ ଲୁଗାପଟାରୁ କୌଣସି ଗନ୍ଧ ଆସିବ ନାହିଁ ଓ ଫ୍ରେଶ୍‌ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନଶୈଳୀକୁ ପ୍ରଭାବିତ କରେ ଭିଡିଓ ଗେମ୍‌

ଭିଡିଓ ଗେମ୍‌ ଖେଳିବାରେ କେବଳ ଛୋଟ ପିଲାମାନେ ନୁହନ୍ତି ବରଂ ଏଥିରେ ଯୁବପିଢ଼ି ବି ପଛରେ ପଡ଼ିନାହାନ୍ତି। ଏହା ମନକୁ ସାମୟିକ ଆନନ୍ଦ ଦେଇଥାଏ ସତ...

ସକ୍ରିୟ ରହିବ ହୃତ୍‌ପିଣ୍ଡ

ହୃତ୍‌ପିଣ୍ଡ ବା ହାର୍ଟ ଆମ ଶରୀରର ଏକ ପ୍ରମୁଖ ତଥା ଦରକାରୀ ଅଙ୍ଗ। ଦୈନନ୍ଦିନ ଜୀବନରେ ଏହା ସୁସ୍ଥ ରହିଲେ ଆମେ ନୀରୋଗ ରହିବା। ତେବେ...

ମେଶିନ ଲର୍ନିଂ ଓ କୃତ୍ରିମ ବୁଦ୍ଧିମତ୍ତା

ବର୍ତ୍ତମାନ କମ୍ପ୍ୟୁଟର ଗୋଟିଏ ଭାଷାକୁ ଅନ୍ୟ ଭାଷାରେ ଅନୁବାଦ କରିପାରୁଛି। ଜଣଙ୍କ ପ୍ରତିବିମ୍ବକୁ ଚିହ୍ନି ପାରୁଛି ଏବଂ ଯଥାସମ୍ଭବ ବାର୍ତ୍ତାଳାପ ମଧ୍ୟ କରିପାରୁଛି। ଏହା ମେଶିନ...

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri