ଏହି କାମ ପାଇଁ ଘଣ୍ଟାକୁ ୫ ହଜାର ଟଙ୍କା ଦେବେ ଏଲନ ମସ୍କ: ଏମିତି କରିପାରିବେ ଆବେଦନ

କାଲିଫର୍ନିଆ,୧୧।୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏକ୍ସ ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିରେ ରେକର୍ଡ ବୃଦ୍ଧି ଘଟିଛି। ଏହି ସମୟରେ ମସ୍କ ଏମିତି କିଛି କରିଛନ୍ତି,ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ମସ୍କ ଏକ ଜବରଦସ୍ତ ଚାକିରି ଅଫର ଆଣିଛନ୍ତି। ଏହି ଅଫର ଅନୁଯାୟୀ, ଆପଣ ପ୍ରତି ଘଣ୍ଟାରେ ୫୦୦୦ ଟଙ୍କା ରୋଜଗାର କରିପାରିବେ। ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କମ୍ପାନୀ xAI ପାଇଁ ଭାରତରୁ ହିନ୍ଦୀ ଏବଂ ଇଂରାଜୀରେ କୁଶଳୀ ଦ୍ୱିଭାଷୀ ଶିକ୍ଷକ ନିଯୁକ୍ତି ଅଫର୍‌ ନେଇଛି। କମ୍ପାନୀ ଏହି ଟ୍ୟୁଟର୍ସମାନଙ୍କୁ ଘଣ୍ଟା ପ୍ରତି ୩୫ ରୁ ୬୫ ଡଲାର ଅର୍ଥାତ୍‌ ପ୍ରାୟ ୫,୫୦୦ ଟଙ୍କା ଦେଉଛି।

XAIରେ ଏହି ଶିକ୍ଷକମାନଙ୍କ କାର୍ଯ୍ୟ ଗୁଣବତ୍ତା ଉନ୍ନତି, ଲେବଲ ଡାଟା ପ୍ରସ୍ତୁତ କରିବା ଏବଂ ଭାଷା ଶିଖିବାରେ ସାହାଯ୍ୟ କରିବ। ଟେକ୍‌ନିକାଲ ରାଇଟିଙ୍ଗ୍‌, ଜର୍ନଲିଜମ୍‌ ଏବଂ ବିଜ୍‌ନେସ୍‌ ରାଇଟିଙ୍ଗ୍‌ରେ ଅଭିଜ୍ଞତା ରହିବା ଆବଶ୍ୟକ, ଯାହାଫଳରେ ଟ୍ୟୁଟର ଏଆଇ ପାଇଁ ଆବଶ୍ୟକ ତଥ୍ୟ ସଠିକ ଭାବରେ ପ୍ରସ୍ତୁତ କରିପାରିବ। ଏହି ଚାକିରି ସମ୍ବନ୍ଧୀୟ ସୂଚନା ପାଇଁ, ଜଣେ xAIର ଅଫିସିଆଲ ୱେବସାଇଟର କ୍ୟାରିଅର୍‌ ବିଭାଗ ପରିଦର୍ଶନ କରିପାରିବେ।

ଏହା ପୂର୍ବରୁ ମଧ୍ୟ କମ୍ପାନୀ ଏହାର ହ୍ୟୁମାନୋଇଡ ରୋବଟ, ଅପ୍ଟିମସ ଟ୍ରେନିଂ ଦେବା ପାଇଁ ଲୋକଙ୍କୁ ଖୋଜୁଥିଲା। କମ୍ପାନୀ ଏହି କାର୍ଯ୍ୟ ପାଇଁ ଘଣ୍ଟା ପ୍ରତି $୪୮ ଅର୍ଥାତ୍‌ ପ୍ରାୟ ୪,୦୦୦ ଟଙ୍କା ଦେଉଥିଲା । ଲୋକମାନେ ଏହି ଚାକିରିରୁ ପ୍ରତିଦିନ ୨୮,୦୦୦ ଟଙ୍କା ରୋଜଗାର କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ପାକିସ୍ତାନ ସେନା ଉପରେ ଆକ୍ରମଣର ପ୍ରଥମ ଭିଡିଓ ଜାରି କଲା ବିଏଲଏ

ନୂଆଦିଲ୍ଲୀ, ୧୬ା୩: ବାଲୁଚ୍ ଲିବରେସନ୍ ଆର୍ମି (BLA) ଏକ କନଭଏ ଉପରେ ଆକ୍ରମଣରେ ୯୦ ଜଣ ପାକିସ୍ତାନୀ ସାମରିକ କର୍ମଚାରୀଙ୍କୁ ହତ୍ୟା କରିଥିବା ଦାବି କରିବାର...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

ନର୍ଥ ମାସିଡୋନିଆ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ୫୧ ମୃତ, ୧୦୦ରୁ ଅଧିକ ଆହତ

ସ୍କୋପଜେ,୧୬।୩: ରବିବାର ଭୋର ସମୟରେ ଉତ୍ତର ମାସିଡୋନିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ କୋକାନିରେ ଅବସ୍ଥିତ ପଲ୍ସ ନାଇଟ କ୍ଲବରେ ଏକ ଭୟଙ୍କର ଅଗ୍ନିକାଣ୍ଡ...

ଅପେକ୍ଷାର ହେବାକୁ ଯାଉଛି ଅନ୍ତ! ସ୍ପେସ୍‌ ଷ୍ଟେଶନରେ ପହଞ୍ଚିଲେ କ୍ରୁ-୧୦ ଟିମ୍‌, ଫେରିବେ ସୁନୀତା-ବୁଚ୍‌

ନୂଆଦିଲ୍ଲୀ,୧୬।୩: ଏବେ ସୁନିତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଅପେକ୍ଷା ଧୀରେ ଧୀରେ ଶେଷ ହେବାକୁ ଯାଉଛି। କ୍ରୁ-୧୦ ଦଳ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିଛି। ସୁନିତା...

ପାକିସ୍ତାନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି BLA: ସେନାର Convoy ଉପରେ ବଡ଼ ଆକ୍ରମଣ, ୯୦ ଯବାନ ମୃତ

ଇସଲାମାବାଦ,୧୬।୩: ପାକିସ୍ତାନରେ ପୁଣି ଥରେ ଏକ ବଡ଼ ଆକ୍ରମଣ ହୋଇଛି। ଏଥର ବାଲୁଚ ଆତଙ୍କବାଦୀମାନେ ପାକିସ୍ତାନ ସେନାକୁ ଟାର୍ଗେଟ କରିଛନ୍ତି। ଏହି ଆକ୍ରମଣ ଭାରତରେ ହୋଇଥିବା...

କିଏ ଏହି ଆମେରିକୀୟ ଲେକ୍ସ ଫ୍ରିଡମ୍ୟାନ, ଯିଏ ମୋଦିଙ୍କ ସହ କଲେ ୩ଘଣ୍ଟାର ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୧୬।୩: ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଲମ୍ବା ଇଣ୍ଟରଭ୍ୟୁ କରିଛନ୍ତି। ତିନି ଘଣ୍ଟା ଧରି ସେ ମୋଦିଙ୍କ ସହ...

ଭାରତର ବଡ଼ ଶତ୍ରୁ, ଆତଙ୍କୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା

ଇସଲାମବାଦ,୧୬।୩: ଭାରତର ମୋଷ୍ଟ ଓ୍ବାର୍ଟେଡ ଆତଙ୍କବାଦୀ ଅବୁ କତାରକୁ ହତ୍ୟା କରାଯାଇଛି। ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଆତଙ୍କବାଦୀ ଅବୁ କତାଲଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଛି। ଅବୁ...

ବଡ଼ ଯୁଦ୍ଧ ଘୋଷଣା କଲେ ଟ୍ରମ୍ପ, ଏୟାରଷ୍ଟ୍ରାଇକ୍‌ରେ ୧୯ଜଣ ମୃତ

ଓ୍ବାଶିଂଟନ୍‌,୧୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେଡ୍‌ ସି ଜାହାଜ ଉପରେ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀଙ୍କ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image