୨୦ ବର୍ଷ ପରେ ମୁହଁ ଖୋଲିଲେ ଇମ୍ରାନ ହାସମି

ମୁମ୍ବାଇ: ଅନୁରାଗ ବସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ରୋମାନ୍ସ ଥ୍ରୀଲର ମୁଭି ‘ମର୍ଡର’ରେ ଇମ୍ରାନ ହାସମି ଏବଂ ମଲାଇକା ଶେରାୱତ ଏକାଠି କାମ କରିଥିଲେ। ଏହି ମୁଭିଟି ହିଟ ଅପେକ୍ଷା ଇମ୍ରାନ ଏବଂ ମଲ୍ଲିକାଙ୍କ ଅନ୍ତରଙ୍ଗ ଦୃଶ୍ୟକୁ ନେଇ ଅଧିକ ଆଲୋଚନା କରାଯାଇଥିଲା।
ଏହି ମୁଭି ରିଲିଜ ହେବା ପରେ ଇମ୍ରାନ ହାସମି କରଣ ଜୋହରଙ୍କ ଚାଟ ଶୋ କଫି ସହିତ କରଣରେ ମଲ୍ଲିକାଙ୍କୁ ଖରାପ କିସର୍‌ ବୋଲି କହିଥିଲେ। ଏହି ବୟାନକୁ ନେଇ ଚର୍ଚ୍ଚା ଯୋର ଧରିଥିଲା। କୁହାଯାଏ ଯେ ଏହା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ତେବେ, ଏପ୍ରିଲରେ, ଉଭୟ ଏକ ପାର୍ଟିରେ ୨୦ ବର୍ଷ ପରେ ସାକ୍ଷାତ ହୋଇଥିଲେ। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ସେମାନଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା।
ବର୍ତ୍ତମାନ ଇମ୍ରାନ ହାସମି ବର୍ଷ ବର୍ଷ ପରେ ମଲ୍ଲିକାଙ୍କୁ ଭେଟିବା ଏବଂ ତାଙ୍କ ସହ ଝଗଡ଼ା ବିଷୟରେ ନୀରବତା ଭାଙ୍ଗିଛନ୍ତି। ବର୍ତ୍ତମାନ ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା କରି ଇମ୍ରାନ କହିଛନ୍ତି, ‘ଏହି ମିଳନ ଅତ୍ୟନ୍ତ ଗର୍ମଜୋସ ଏବଂ ଆନ୍ତରିକତା ଥିଲା। ମୁଁ ତାଙ୍କୁ ବହୁତ ଦିନ ପରେ ଦେଖିଥିଲି। ମର୍ଡର ରିଲିଜ ହେବା ପରେ ମୁଁ ତାଙ୍କୁ ଦୁଇତିନି ଥର ସାକ୍ଷାତ କରିଥିଲି, ଏହା ପରେ ଆମେ କେବେ ଭେଟ ହୋଇ ନ ଥିଲୁ।
ମଲ୍ଲିକା ଶେରାୱତଙ୍କ ସହ ତାଙ୍କ ଲଢେଇରେ ଟାଇଗର ୩ ଷ୍ଟାର ଇମ୍ରାନ ହାସମୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଥିଲେ, ସେତେବେଳେ ଆମେ ଯୁବକ ଏବଂ ମୂର୍ଖ ଥିଲୁ। ଜୀବନରେ ଏପରି ଏକ ସମୟ ଆସିଥାଏ ଯେତେବେଳେ ତୁମର ନିଷ୍ପତ୍ତି ନେବା କ୍ଷମତା ବହୁତ ସୀମିତ ଏବଂ ତୁମେ ବହୁତ ଇମ୍ପୁଲ୍ସ। ସେ କିଛି କହିଥିଲେ, କିଛି ମୁଁ କହିଥିଲି। ସେ ମତଲବି ଥିଲେ। ମୁଁ ଭାବୁଛି ଏହା ଅତୀତର ଏକ ଜିନିଷ ଏବଂ ଆମେ ଏହାକୁ ବହୁ ପୂର୍ବରୁ ଭୁଲି ଯାଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ଭେଟିଲେ ଆରଧ୍ୟା! ବି ଟାଉନ୍‌ରେ ହଲଚଲ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ୍ୟତା…

ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ସୁଟିଂ ସେଟ୍‌ ଭିତରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ...

ଛାଡପତ୍ର ଗୁଜବ ଭିତରେ ଐଶ୍ୱର୍ଯ୍ୟାଙ୍କ ଡାଏରୀ ଫଟୋ ଭାଇରାଲ, ମୋର ଦୁଃଖ…

ମୁମ୍ବାଇ: ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡର ଅନ୍ୟତମ ଲୋକପ୍ରିୟ ଦମ୍ପତି । ତେବେ ଗତ କିଛି ଦିନ ହେବ ଏହି ଦମ୍ପତିଙ୍କ...

ଆଜିଠୁ ବିଗ୍‌ବସ୍‌ ୧୮

ମୁମ୍ବାଇ: ରିୟଲିଟି ଶୋ’ ବିଗ୍‌ବସ୍‌ର ୧୮ତମ ସିଜନ୍‌ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ରାତି ୯ଟାରେ କଲର୍ସ ଟିଭିରେ ପ୍ରିମିୟର୍‌ ହେବାସହ ଜିଓ ସିନେମାରେ...

ଆରତୀଙ୍କୁ ଛାଡ଼ପତ୍ର ଦେଇ ଏହି ତରୁଣୀଙ୍କ ହାତ ଧରିଲେ ଜୟମ ରବି? ଫଟୋ ଦେଖି ପ୍ରଶଂସକ ଚକିତ…

ହାଇଦ୍ରାବାଦ: ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦକ୍ଷିଣ ଭାରତୀୟ ଅଭିନେତା ଜୟମ ରବି। ପ୍ରଥମ ପତ୍ନୀ ଆରତୀଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ...

ନିଆଁ ଲଗାଇ କ୍ଷମା ମାଗିଲେ ମନ୍ତ୍ରୀ

ହାଇଦ୍ରାବାଦ: ତେଲଙ୍ଗାନାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କୋଣ୍ଡା ସୁରେଖା ବୁଧବାର ଅଭିନେତ୍ରୀ ସାମନ୍ଥା ଓ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦକୁ ନେଇ ଏକ ବିବାଦୀୟ...

ଲଗେଜ୍‌ ହଜାଇ ଦେଲେ ଅନୁଷ୍କା ଶଙ୍କର: ସହାର୍ଯ୍ୟ ପାଇଁ କରିଥିଲେ…

ନୂଆଦିଲ୍ଲୀ,୪ା୧୦: ଖ୍ୟାତନାମା ସିତାର ବାଦକ ଅନୁଷ୍କା ଶଙ୍କର ଜର୍ମାନୀର ବର୍ଲିନ୍‌ରେ ତାଙ୍କ ଲଗେଜ୍‌ ହଜାଇ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖାଯାଇଥିଲା, ଯାହା ଅନେକ ସୋସିଆଲ...

୫୧ ବର୍ଷ ପୁରୁଣା ବିବାହ କାର୍ଡରୁ ଅମିତାଭଙ୍କୁ ନେଇ ବଡ଼ ଖୁଲାସା! ମିଳିଲା ଏଭଳି ପ୍ରମାଣ…

ବମ୍ବେ: ୧୯୭୩ ମସିହା ଜୁନ୍‌ ୩ ତାରିଖରେ ଜୟା ବଚ୍ଚନଙ୍କ ହାତ ଧରିଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଏହି ବିବାହକୁ ୫୦ ବର୍ଷରୁ ଅଧିକ...

୧୬୦ କୋଟିର ଫିଲ୍ମ ରିଲିଜ ହେବା ପୂର୍ବରୁ ଡିସଚାର୍ଜ ହେଲେ ରଜନୀକାନ୍ତ

ମୁମ୍ବାଇ: ବହୁ ପ୍ରତୀକ୍ଷିତ ମୁଭି ‘ବୈତାୟାନ’ର ରିଲିଜ ପୂର୍ବରୁ ସୁପରଷ୍ଟାର ରଜନୀକାନ୍ତଙ୍କୁ ଅକ୍ଟୋବର ୩ତାରିଖ ରାତି ପ୍ରାୟ ୧୧ଟା ସମୟରେ ଚେନ୍ନାଇର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri