Categories: ଜାତୀୟ

୫୦ ଦିନରେ ୨୧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଶ୍ରୀନଗର,୨୪।୭ : ଗତ କିଛି ଦିନ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଏବଂ ଦେଶର ସୁରକ୍ଷା ବାହିନୀ ମଧ୍ୟରେ ମୁକାବିଲା ବୃଦ୍ଧି ପାଇଛି। ନିକଟରେ ଦୁଇ ଦିନ ମଧ୍ୟରେ ସେନା ପୁଞ୍ଚ ଜିଲ୍ଲାରେ ୬ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ପାଇଁ ଜୁନ ଏବଂ ଜୁଲାଇ ମାସ ସବୁଠାରୁ ଘାତକ ହୋଇଛି।

ଜୁନ ୧ ରୁ ଜୁଲାଇ ୨୦ ମଧ୍ୟରେ ଗତ ୫୦ ଦିନ ମଧ୍ୟରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨୧ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି। ଏଥି ସହିତ, ଚଳିତ ବର୍ଷ ଜାନୁଆରୀରୁ ମେ ପର୍ଯ୍ୟନ୍ତ ସେନା ଦ୍ୱାରା ୧୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା।

Share