ନିର୍ବନ୍ଧରେ ଦାମୀ ମୁଦି ପିନ୍ଧିଥିଲେ ସୋନମ କପୁର, ମୂଲ୍ୟ ଜାଣିଲେ…

ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରିଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ ଅନ୍ୟତମ। ଯେଉଁଥିରେ ଝିଅ ପୁଅ ହାତରେ ଓ ପୁଅ ଝିଅ ହାତରେ ମୁଦି ପିନ୍ଧାଇଥାନ୍ତି। ଏହି ପରମ୍ପରାରୁ ବାଦ୍‌ ପଡି ନ ଥିଲେ ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର। ସୋନମ ତାଙ୍କ ନିର୍ବନ୍ଧ ମୁଦି ପାଇଁ ଚର୍ଚ୍ଚାକୁ ଆସିଥିଲେ। ୨୦୧୮ରେ ସୋନମ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ। ଆନନ୍ଦ ନିର୍ବନ୍ଧରେ ସୋନମଙ୍କୁ ପ୍ରାୟ ୯୦ ଲକ୍ଷ ଟଙ୍କାର ହୀରା ମୁଦି ପିନ୍ଧାଇଥିଲେ।

Share