ନିର୍ବନ୍ଧରେ ନିକ୍‌ ପ୍ରିୟଙ୍କାଙ୍କୁ ପିନ୍ଧାଇଥିଲେ ବଡ ହୀରା ମୁଦି, ଦାମ ଜାଣିଲେ…

ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ଆଜି ଆପଣଙ୍କୁ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ତାଙ୍କ ନିର୍ବନ୍ଧ ମୁଦି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ତାଙ୍କ ନିର୍ବନ୍ଧ ମୁଦିର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ସେ ସମ୍ପର୍କରେ…

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୦୧୮ରେ ଆମେରିକାର ସିଙ୍ଗର ନିକ୍‌ ଜୋନାସଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ହିନ୍ଦୁ ଓ ଖ୍ରୀଷ୍ଟିଆନ ରୀତିନୀତିରେ ହୋଇଥିଲା। ବିବାହ ପୂର୍ବରୁ, ନିର୍ବନ୍ଧରେ ନିକ୍‌ ପ୍ରିୟଙ୍କାଙ୍କୁ ଏକ ବଡ ହୀରା ମୁଦି ପିନ୍ଧାଇଥିଲେ। ଯାହାର ମୂଲ୍ୟ ୨୦୦,୦୦୦ ଡଲାର, ଯାହାର ଭାରତୀୟ ମୂଲ୍ୟ ପ୍ରାୟ ୧.୪୦ କୋଟି ବୋଲି ଜଣାପଡ଼ିଛି।

Share