ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୮ ସ୍ଥାନରେ ଏକକାଳୀନ ଚଢାଉ

ପରଜଙ୍ଗ,୭।୧(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ଭୁବନେଶ୍ୱର (ଆର୍‌ଡବ୍ଲଏସ୍‌ଏସ୍‌ ) ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଡିଭିଜନର ଅଭିକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିହଡୋଳ ସ୍ଥିତ ବାସଭବନ ସମେତ ପଙ୍ଗାତିରା ସ୍ଥିତ ଶ୍ବଶୁର ଘର ଏବଂ ଭୁବନେଶ୍ୱର,ଢେଙ୍କାନାଳ, ଅନୁଗୋଳ ସମେତ ୮ଟି ସ୍ଥାନରେ ଢେଙ୍କାନାଳ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୮ଟି ଟିମ୍‌ ସାମିଲ ଥିବା ସୂଚନା ମିଳିଛି।

Share