Categories: ଖେଳ

ବାଂଲାଦେଶ ସାମ୍ନାରେ ୩୬୫ ରନ୍‌ର ବିଜୟ ଲକ୍ଷ୍ୟ…

ଧର୍ମଶାଳା,୧୦।୧୦: ଦିନିକିଆ ବିଶ୍ୱକପ୍‌ ୨୦୨୩ର ସପ୍ତମ ମ୍ୟାଚରେ ଇଂଲଣ୍ଡ-ବାଂଲାଦେଶ ମଧ୍ୟରେ ହିମାଚଳ ପ୍ରଦେଶ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳାରେ ଖେଳାଯାଉଛି । ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ୍‌ ହରାଇ ୩୬୪ ରନ୍‌ କରିଛି। ଫଳରେ ବାଂଲାଦେଶ ଆଗରେ ୩୬୫ ବିଜୟ ଲକ୍ଷ୍ୟ ରହିଛି।

Share