ସଲମାନ ରାଗି ଯାଇ ଭାଙ୍ଗି ଦେଇଥିଲେ ଐଶ୍ୱର୍ଯ୍ୟାଙ୍କ ହାତ! ଗୁମର ଖୋଲିଲେ ପୂର୍ବ ପ୍ରେମିକା…

ବମ୍ବେ: ବଲିଉଡ ଦବଙ୍ଗ ଖାନ୍‌ ସଲମାନଙ୍କ ସହ ନୀଳନୟନା ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମକାହାଣୀ ଆଜି ବି ରହୁଛି ଚର୍ଚ୍ଚାରେ। ଏକ ସମୟରେ ଦୁହେଁ ଦୁହିଁଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ହେଲେ ସମ୍ପର୍କରେ ଘୋଟି ଆସିଥିଲା କଳା ବାଦଲ। ସଲମାନଙ୍କ ଉପରେ ନାନାଦି ଅଭିଯୋଗ ଆଣି ବାଟ ବଦଳାଇଥିଲେ ଐଶ୍‌। ଏହାକୁ ଅନେକ ସମୟ ବିତିଥିବା ବେଳେ ପୁଣିଥରେ ଦୁହିଁଙ୍କ ସମ୍ପର୍କ ଆଲୋଚନାକୁ ଆସିଛି। ଏହା ପଛର କାରଣ ହେଉଛନ୍ତି ସଲମାନଙ୍କ ପୂର୍ବତନ ପ୍ରେମିକା ସୋମି ଅଲି। ପୂର୍ବରୁ ହତ୍ୟା ଧମକକୁ ନେଇ ଚିନ୍ତାରେ ରହୁଥିବା ଅଭିନେତାଙ୍କ ଅଡ଼ୁଆ ଏବେ ଦ୍ୱିଗୁଣିତ ହୋଇଛି। ସୋମିଙ୍କ କଥାକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି।

ସୋମି ଐଶ୍‌ଙ୍କ ବିଷୟରେ  କହିଛନ୍ତି, ସେ ବହୁତ ସୁନ୍ଦର, ସେ ଜାଣିଥିଲେ ଯେ ମୁଁ ସଲମାନଙ୍କ ସହ ସମ୍ପର୍କରେ ଅଛି। ହେଲେ ବି ସେ ପୁଣି ତାଙ୍କୁ ଭଲପାଇ ବସିଥିଲେ। କ’ଣ ହେଲା। ସଲମାନ ରାଗି ଯାଇ ଐଶ୍‌ଙ୍କ ହାତ ଭାଙ୍ଗିଦେଇଥିଲେ। ଏହାକୁ ନେଇ ଏତଲା ଦାୟର କରାଯାଇଥିଲା।

କେବଳ ଏତିକି ନୁହେଁ ନିଜ ସମ୍ପର୍କକୁ ନେଇ ସୋମି କହିଛନ୍ତି, ସଲମାନଙ୍କ ସହ ‘ଓ୍ବାନ୍‌ ନାଇଟ୍‌ ଷ୍ଟାଣ୍ଡ’କୁ ନେଇ ଚିଡ଼ି ଯାଇଥିଲି। ଅଭିନେତା ତାଙ୍କୁ ମାନସିକ ଏବଂ ଶାରୀରିକ ଆଘାତ ଦେଉଥିଲେ। ଏହାକୁ ନେଇ ସେ ବ୍ରେକ୍‌ଅପ୍‌ କରିଦେଇଥିଲେ।

କହିରଖୁଛୁ, ଐଶ୍‌ ମଧ୍ୟ ସଲମାନଙ୍କଠାରୁ ଅଲଗା ହେବା ପରେ ନାନାଦି ଅଭିଯୋଗ ଆଣିଥିଲେ। ପରେ ସେ ଅଭିଷେକଙ୍କୁ ବିବାହ କରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିଲେ। ଏବେ କିନ୍ତୁ ଉଭୟଙ୍କ ବିବାହ ବିଚ୍ଛେଦ ନେଇ ଖବର ଶୁଣିବାକୁ ମିଳୁଛି। ହେଲେ କେହି ବି ସେନେଇ ସ୍ପଷ୍ଟ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri