ଇସ୍ରାଏଲରେ ଗୋଷ୍ଠୀ ସଂଘର୍ଷ, ୧୨ରୁ ଊର୍ଦ୍ଧ୍ୱ ଆହତ

ଜେରୁଜେଲମ,୩ା୯: ଇସ୍ରାଏଲର ରାଜଧାନୀ ତେଲ ଅଭିବ୍‌ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ଇରିଟ୍ରିଆନ ସରକାରଙ୍କ ଶତାଧିକ ସମର୍ଥକ ଏବଂ ବିରୋଧୀ ପରସ୍ପର ସହ ଇସ୍ରାଏଲ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ତେଲ ଅଭିବ୍‌ ଇତିହାସରେ ଆଫ୍ରିକୀୟ ଆଶ୍ରୟସ୍ଥଳୀ ଏବଂ ପ୍ରବାସୀମାନଙ୍କ ମଧ୍ୟରେ ସବୁଠାରୁ ବିପଜ୍ଜନକ ମୁକାବିଲା ଦେଖିବାକୁ ମିଳିଛି। ଏହି ହିଂସାତ୍ମକ ମୁକାବିଲାରେ ୧୨ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ବେଳେ ୩୦ ପୋଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି।

Share