ଛୋଟଘର ବି ଲାଗିବ ବଡ଼,ଏଭଳି ଭାବେ ବଦଳାନ୍ତୁ ଇଣ୍ଟେରିୟର…

ବଡ଼ ଆଉ ସୁନ୍ଦର ଘରଟେ ହେଇଥିବ। ରୁମ ଗୁଡିକ ଖୋଲା ଖୋଲା ଲାଗୁଥିବ। ଏମିତି ଇଛା ତ ସମସ୍ତଙ୍କର ଥାଏ। କିନ୍ତୁ ଜାଗା ଓ ଟଙ୍କାର ଅଭାବ ଏହି ଇଛାକୁ ମାରିବାକୁ ବାଧ୍ୟ କରେ। କିନ୍ତୁ ଏହାର ବି ସମାଧାନ ଅଛି। ଆପଣ ଚାହିଁଲେ ଘରର ଇଣ୍ଟେରିୟରକୁ ବଦଳାଇ ଆପଣଙ୍କ ଘରକୁ ସ୍ପେସିଅସ୍‌ ଲୁକ୍‌ ଦେଇପାରିବେ..
ରଙ୍ଗ ଯଦି ଧଳା କିମ୍ବା ଲାଇଟ୍‌ କଲର ରଖିବେ ତା’ହେଲେ ଘର ବଡ଼ ଲାଗିବ।

ସବୁ ରୁମ୍‌ରେ ଏକା ଶେପ୍‌ର ତଥା ଏକା ରଙ୍ଗର ଟାଇଲ୍ସ ହେଉକି ମାର୍ବଲ ବ୍ୟବହାର କରିବା ଦ୍ୱାରା ବି ଘର ବଡ଼ ଦେଖାଯାଇ ଥାଏ। ଯେତେ ସମ୍ଭବ କମ୍‌ ଜିନିଷ ରଖନ୍ତୁ। ସବୁ କାନ୍ଥକୁ ଲାଇଟ୍‌ କଲର କରି ଗୋଟେ କାନ୍ଥକୁ ଡିପ୍‌ କରନ୍ତୁ। ନଚେତ୍‌ ଟାଇଲ୍ସ ବା ୱାଲପେପର ଲଗାନ୍ତୁ। ଘର ସୁନ୍ଦର ଦେଖାଯିବା ସହ ବଡ଼ ଦେଖାଯିବ।

ରୁମରେ ସୋଫା ଯଦି ଲମ୍ବାରେ ପକାଇବେ ଘର ବଡ଼ ଦେଖାଯିବ। ତା’ସହ ଏଠାରେ କମ୍‌ ଫର୍ଣ୍ଣିଚର ରଖନ୍ତୁ।
ଆପଣଙ୍କର ମଡୁଲାର କିଚେନ୍‌ ହୋଇଥାଏ ତା’ହେଲେ କ୍ୟାବିନେଟରେ ଯେତେ ସମ୍ଭବ କମ୍‌ ହ୍ୟାଣ୍ଡେଲ କରନ୍ତୁ। ଏହାକୁ ବି ଲାଇଟ୍‌ କଲର୍‌ ରଖନ୍ତୁ, ଘର ବଡ଼ ଦେଖାଯିବ।

କାନ୍ଥକୁ ବଡ଼ ବଡ଼ ମିରର୍‌ ବା ବଡ଼ କାଚରେ ଡେକୋରେଟ୍‌ କରନ୍ତୁ, ଘର ବଡ଼ ଲାଗିବ। ସ୍କ୍ରିନ୍‌ ବହୁତ ଲମ୍ବା କରି ଲଗାନ୍ତୁ। ଏଥିରେ ବି ଘର ବଡ଼ ଦେଖାଯିବ। କଥା ହେଉଛି, ଘରେ ସମସ୍ତ ଜିନିଷକୁ ବ୍ୟବସ୍ଥିତ କରି ରଖିବା; ନଚେତ୍‌ ଘର ଅପରିଷ୍କାର ସାଙ୍ଗକୁ ଛୋଟ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri