ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ କ୍ଷତିପୂରଣ ପ୍ରଦାନ କଲେ ରେଳ କର୍ମଚାରୀ

ସୋର,୩।୬: ବାହାନଗାରେ ଶୁକ୍ରବାର ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ୨୩୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯୦୦ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଛନ୍ତି। ତେବେ ଏନେଇ ସୋର ମେଡିକାଲରେ ରେଳ କର୍ମଚାରୀ ଆହତଙ୍କୁ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି।
ଶୁକ୍ରବାର ରେଳ ମନ୍ତ୍ରୀ ଅଶ୍ୱିନି ବେଷ୍ଣବ ଏନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଥିଲେ। ମୃତକଙ୍କୁ ୧୦ଲକ୍ଷ, ଗୁରୁତର ଆହତଙ୍କୁ ୨ଲକ୍ଷ କ୍ଷତିପୂରଣ ମିଳିବା ନେଇ ସେ ଘୋଷଣା କରିଥିଲେ।

Share