ଶେୟାର ବଜାର କାରବାରରେ ଉତ୍ସାହ

ମୁମ୍ବାଇ,୧।୨: କ୍ରମାଗତ ଚତୁର୍ଥ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସ ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇଛନ୍ତି। ବିଶେଷ କରି ଶୁକ୍ରବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୪୧(୭୪୦.୭୬) ପଏଣ୍ଟ ବଢି ୭୭,୫୦୧ (୭୭,୫୦୦.୫୭) ଅଙ୍କରେ କାରବାର ବନ୍ଦ ହୋଇଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୨୫୯ (୨୫୮.୯୦) ପଏଣ୍ଟ ବୃଦ୍ଧି ଘଟି ୨୩,୫୦୮(୨୩,୫୦୮.୪୦) ଅଙ୍କରେ କାରବାର ଶେଷ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫେରିଲା Cold (Drink) War, ICC ଚାମ୍ପିଅନ୍ସ ଟ୍ରଫିରେ ହେଲେ ମୁହାଁମୁହିଁ

ନୂଆଦିଲ୍ଲୀ,୫।୩:ଦୀର୍ଘବର୍ଷ ଧରି ଜାରି ରହିଥିବା କୋଲ୍ଡ ଡ୍ରିଙ୍କ୍‌ ଓ୍ବାର ଚଳିତ ବର୍ଷ ବିଜ୍ଞାପନ ଯୁଦ୍ଧରେ ପରିଣତ ହୋଇଛି। କୋକା-କୋଲା ଏବଂ ପେପ୍ସିକୋ ମଧ୍ୟରେ ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱିତା...

ନୂତନ ଆୟକର ବିଲ୍: ଇମେଲ୍, ସୋସିଆଲ୍ ମିଡିଆ ଯାଞ୍ଚ କରିବେ ଅଧିକାରୀ!

ନୂଆଦିଲ୍ଲୀ,୫।୩: ନୂତନ ଆୟକର ବିଲ୍ ସମ୍ପ୍ରତି ଖବରରେ ରହିଛି, ତେବେ ଏହା କରଦାତାମାନେ ଆଶା କରୁଥିବା କାରଣ ପାଇଁ ନୁହେଁ। ସରକାର କହିଛନ୍ତି ଯେ ଏହା...

ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! ଏତେ ଟଙ୍କା କମାଇଦେଲେ…

ନୂଆଦିଲ୍ଲୀ,୫।୩: ସୁନାଦରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା! କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସରକାର ସୁନା ଓ ରୂପା ଉପରେ...

ଏଣିକି ମୃତବ୍ୟକ୍ତିଙ୍କ Insuranceରେ କେବଳ ନୋମିନିଙ୍କୁ ମିଳିବନି ଲାଭ! କୋର୍ଟ ଦେଲେ ବଡ଼ ରାୟ

ନୂଆଦିଲ୍ଲୀ,୫।୩: ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, କର୍ନାଟକ ହାଇକୋର୍ଟ କହିଛନ୍ତି ଯେ ଯଦି ପଲିସିଧାରୀଙ୍କ ଆଇନଗତ ଉତ୍ତରାଧିକାରୀମାନେ ଦାବି କରନ୍ତି, ତେବେ ବୀମା ପଲିସିରେ ନାମିତ ବ୍ୟକ୍ତିଙ୍କର...

DA Hike: ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ହୋଲି ଭେଟି, ଏତେ ବଢିଯିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ,୫।୩: ହୋଲି ଏବଂ ଇଦ୍‌ ପୂର୍ବର ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର ଆଜି କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ଉପହାର...

ଡିଅନ୍‌ ରିଭର ଫ୍ରଣ୍ଟ ହାଉସିଂ ପ୍ରକଳ୍ପକୁ ପ୍ରମାଣପତ୍ର

ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ତଥା ଡିଅନ୍‌ ଗ୍ରୁପ୍‌ର ଅଗ୍ରଣୀ ହାଉସିଂ ପ୍ରକଳ୍ପ ‘ଡିଅନ୍‌ ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨’କୁ ନିକଟରେ...

ବଜାରରେ ବଜାଜ୍‌ର ଅଲ୍‌ ନ୍ୟୁ ବଜାଜ୍‌ ଗୋଗୋ

ମୁମ୍ବାଇ,୫।୩ (ଅଭୟ ଦାଶ): ବଜାଜ୍‌ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ମଡେଲ ତଥା ବ୍ରାଣ୍ଡ୍‌ର ନୂତନ ଇଲେକ୍ଟ୍ରିକ୍‌ ଅଟୋ ‘ଅଲ୍‌ ନ୍ୟୁ ବଜାଜ୍‌ ଗୋଗୋ’ର ଅନାବରଣ...

ଏଆଇ ଯୁଗରେ ଦକ୍ଷ କର୍ମଚାରୀ ବଡ଼ କମ୍ପାନୀଙ୍କୁ ସମସ୍ୟା

ଭୁବନେଶ୍ୱର,୫।୩ (ଅନୁରାଧା ମହାରଣା): ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଭାରତୀୟ କମ୍ପାନୀଗୁଡିକ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ମାତ୍ର ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ଫାଇଦା ନେବାକୁ ବଡ଼ କମ୍ପାନୀଗୁଡ଼ିକ ଠିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image