ବୁଥ୍‌ ଜବରଦଖଲକୁ ନେଇ ଉତ୍ତେଜନା

ନୟାଗଡ଼ ଅଫିସ,୧୬।୨: ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ସକାଳୁ ଆରମ୍ଭ ହୋଇଛି। ବ୍ଲକ ର ୧,୨,୩ ଓ ୪ ଜୋନ୍‌ର ୩୬ ପଞ୍ଚାୟତରେ ନିର୍ବାଚନ ଚାଲିଛି। ଶରଣକୁଳ ଜୋନ୍‌ର ଅଶୁରଢ଼ିପା ବୁଥ୍‌ରେ ବୁଥ ଜବରଦଖଲକୁ ନେଇ ଉତ୍ତେଜନା ଦେଖାଦେଇଛି।

Share