Categories: ବାଣିଜ୍ୟ

ଜିଓ-ବିପିର ସ୍ବତନ୍ତ୍ର କ୍ୟାମ୍ପେନିଂ

ଭୁବନେଶ୍ୱର,୯ା୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ୍‌ର ଅନ୍ୟତମ କମ୍ପାନୀ ଜିଓ-ବିପି ପକ୍ଷରୁ ‘ୟୁ-ଡିଜର୍ଭ-ମୋର’ଶୀର୍ଷକ ଏକ ସ୍ବତନ୍ତ୍ର କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଛି। ବିଶେଷକରି ଏହି ଅଭିଯାନ ୪.୩% ପର୍ଯ୍ୟନ୍ତ ମାଇଲେଜ୍‌ ଏବଂ ପେଟ୍ରୋଲ ପ୍ରଦାନ କରୁଥିବା ଡିଜେଲକୁ ସ୍ପର୍ଶ କରିଥାଏ, ଯାହା ଅନ୍ତର୍ଜାତୀୟସ୍ତରରେ ବିକଶିତ ବେସ୍‌ପୋକ ‘ଏକ୍‌ଟିଭ’ଟେକ୍ନୋଲୋଜି ମାଧ୍ୟମରେ ଇଞ୍ଜିନଗୁଡ଼ିକୁ ୧୦ଏକ୍ସ କ୍ଲିନର ରଖିଥାଏ। ଏହା ଶୀଘ୍ର ବଢୁଥିବା ଜିଓ-ବିପି ପଲ୍ସ ଇଭି ଚାର୍ଜିଂ ପଏଣ୍ଟ ନେଟ୍‌ୱାର୍କ ସହିତ କୌଣସି ଅତିରିକ୍ତ ମୂଲ୍ୟରେ ନ ଥାଏ। ସେହିଭଳି ଜିଓ-ବିପି ମୋବିଲିଟି ଷ୍ଟେଶନର ଦେଶବ୍ୟାପୀ ନେଟ୍‌ୱର୍କରେ ଅନ୍ୟାନ୍ୟ ସୁବିଧା ଆଦି ଉପଲବ୍ଧ ରହିଥାଏ।

ଉଲ୍ଲେଖଯୋଗ୍ୟ, ଦେଶର ଏକ ଅଗ୍ରଣୀ ମୋବିଲିଟି ସମାଧାନ ପ୍ରଦାନକାରୀ ‘ଜିଓ-ବିପି’ (ରିଲାଏନ୍ସ ବିପି ମୋବିଲିଟି ଲିମିଟେଡ୍‌ର ଅପରେଟିଂ ବ୍ରାଣ୍ଡ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଆଣ୍ଡ ବିପିର ଇନ୍ଧନ ଏବଂ ଖୁଚୁରା ମିଳିତ ଉଦ୍ୟମ)ର ନୂତନ ଅଭିଯାନ ‘ୟୁ-ଡିଜରଭ-ମୋର’ଅଭିଯାନ ଆରମ୍ଭ କରାଯାଇଛି। ବିଶେଷକରି ଏହା ଇଣ୍ଡିଆର ଇନ୍ଧନ ଅଭିଜ୍ଞତାକୁ ବଢାଇବାରେ ଗ୍ରାହକଙ୍କୁ ବେଶ୍‌ ସାହାଯ୍ୟ କରିବ।

Share