Categories: Video

Exclusive interview with C.P Sudhanshu Sarangi | ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ସାକ୍ଷାତକାର

Amidst deteriorating traffic situation in Bhubaneswar and Cuttack, Dharitri Live spoke to twin city Police Commissioner Sudhanshu Sarangi to discuss the anger among the public following the introduction of the new Motor Vehicles (Amendment) Act, 2019. The IPS officer also spoke about the role of police in bringing about social reforms.

ଧରିତ୍ରୀ ଲାଇଭକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଟ୍ବିନ୍ ସିଟି ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ। ରାଜ୍ୟରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡୁଛି। ଏହାସହ ସମାଜ ପରିବର୍ତ୍ତନରେ ପୋଲିସର ଭୂମିକା କେତେ ଗୁରୁତ୍ବପୁର୍ଣ୍ଣ ତାହା ଏବେ ସବୁଠୁ ବଡ ପ୍ରଶ୍ନ । ତେବେ ଏନେଇ ପୋଲିସ କମିଶନର କଣ କହୁଛନ୍ତି ଦେଖନ୍ତୁ ।