Categories: Video

Exclusive interview with Digital Guru Utkal Gourab | ଉତ୍କଳ ଗୌରବଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

In this special episode of Dharitri Live, we bring you an exclusive interview with renowned cartoonist Utkal Gourab. The director of Natia comedy opens up about the rise and fall, the success and suffering he has seen to reach where he has.

ଧରିତ୍ରୀ ଲାଇଭର ସ୍ପେଶାଲ ଏପିସୋଡ ‘ଡିଜିଟାଲ ଗୁରୁ’ । ପ୍ରଥମ ଏପିସୋଡରେ ଅତିଥି ଅଛନ୍ତି ନଟିଆ କମେଡିର ନିର୍ଦ୍ଦେଶକ ଓ ଓଡ଼ିଶାର ଲୋକପ୍ରିୟ କାର୍ଟୁନିଷ୍ଟ ଉତ୍କଳ ଗୌରବ ନନ୍ଦ । ତାଙ୍କ ଜୀବନର ଉତଥାନ ପତ୍ତନ ସହ ସଫଳତା ବିଷୟରେ ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ ।