Categories: ରାଜ୍ୟ

ପରିବା ବଜାରରେ ମହଙ୍ଗା ମାଡ଼; କଲବଲ ସାଧାରଣ ଖାଉଟି

ପରିବା ବଜାରରେ ଏବେ ମହଙ୍ଗା ମାଡ଼ । କଲବଲ ସାଧାରଣ ଖାଉଟି । ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି । ଦୁଇ ସପ୍ତାହ ତଳେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ଟମାଟୋରେ ଏବେ ହାତ ମାରିବାକୁ ଡର ଲାଗୁଛି। ଏବେ କେଜି ପିଛା ୧୦୦ ଟଙ୍କାରେ ପହଞ୍ଚିଛି ଟମାଟୋ ।

Share