Categories: Video

Expression of love this Valentine’s Week | ପ୍ରେମର ପରିଭାଷା କାହା ପାଇଁ କ’ଣ…

The week that youngsters await all years long has finally arrived. Valentine’s Week, of course, is special to many who take their first steps to express their feeling to their loved ones. Let’s watch what they have to say about this week.

ପ୍ରେମର ଦିବସରେ ନିଜର ସାଥୀଙ୍କୁ ମନର କଥା କହିବା ସହିତ ସବୁଠି ଏହାକୁ ସେଲିବ୍ରେଟ କରିଥାନ୍ତି। ତେବେ ଚାଲନ୍ତୁ ଦେଖିବା ଭାଲେଣ୍ଟାଇନ୍ସ ଡେ କୁ ନେଇ କ’ଣ କହୁଛନ୍ତି ଯୁବପୀଢି।