Categories: Video

Eye Diseases: Causes and Remedies | ଚକ୍ଷୁରୋଗର କାରଣ ଓ ପ୍ରତିକାର

In this fresh episode, DharitriLive speaks to Retina Specialist Dr. Soumava Basu on remedies that will help improve vision naturally and boost your eyes. People often take their eyesight for granted. But, as people age, many notice their vision change over time. Here are a few preventive measures for healthy eyes. Do watch our episodes for regular updates on various health issues

ଧରିତ୍ରୀ ଲାଇଭର ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ରୋଗର କାରଣ ,ଲକ୍ଷଣ ଏବଂ ନିରାକରଣ ଚିକିତ୍ସା ପଦ୍ଧତି ସଂପର୍କରେ ଆମେ ଆଲୋଚନା କରିଥାଉ । ଯାହାକି ଆପଣଙ୍କୁ ସୁସ୍ଥ ଏବଂ ନିରୋଗ ରହିବାରେ ସାହାଯ୍ୟ କରେ ।ତେବେ ଏହି ଏପିସୋଡରେ ଆସନ୍ତୁ ଜାଣିବା କେମିତି ନେବେ ଆଖିର ଯତ୍ନ । ଏ ସଂପର୍କରେ ଅଧିକ ଆଲୋଚନା କରିଛନ୍ତି ରେଟିନା ସ୍ପେଶାଲିଷ୍ଟ୍ ଡଃ ସୌମଭ ବାସୁ….