Categories: Video

Fadnavis faces ‘majority’ challenge ahead | କିଭଳି ବହୁମତ ସାବ୍ୟସ୍ତ କରିବେ ଫଡନବିସ୍

The political power-play going on in Maharashtra since last one month is yet to come to an end even after BJP’s Devendra Fadnavis took oath as Chief Minister Saturday in an unexpected turn of events. While BJP claims to have the support of NCP MLAs led by Ajit Pawar, NCP supremo Sharad Pawar in a press conference claimed to have the loyalty of most of his MLAs. Sharad also appeared confident of proving the majority of NCP, Shiv Sena and Congress alliance. Under these circumstances, how Devendra proves majority on the floor of the House is yet to be seen.

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନବିସ୍। ସରକାର ଗଠନ ସତ୍ତ୍ବେ ଏନସିପି ମୁଖ୍ୟ ଶରଦ ପାୱାର ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ସାମ୍ବାଦିକ ସମ୍ମିଳନୀ କରି ଭାଜପା ଉପରେ ବର୍ଷିଛନ୍ତି। ଅନ୍ୟପଟେ ଫଡନବିସଙ୍କ ଲାଗି ବହୁମତ କେମିତି ସାବ୍ୟସ୍ତ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।