ପୁରୀରେ ଜାଲ୍‌ ନୋଟ କାରବାର

ପୁରୀ ଅଫିସ,୨୯।୧୦: ପୁରୀ ସମୁଦ୍ରକୂଳ ବଜାର ଅଞ୍ଚଳରେ ଜାଲ୍‌ ନୋଟ କାରବାର ନେଇ ଚର୍ଚ୍ଚା ହେଉଛି। ଜଣେ ମହିଳା ଏହି ନୋଟ କାରବାର କରୁଥିବା ର଼୍ୟାକେଟଙ୍କ ଟାର୍ଗେଟରେ ରହିଛନ୍ତି। କ୍ଷୀର କିଣିବାକୁ ଯିବା ସମୟରେ ମହଳା ଜଣଙ୍କ ଜାଲ୍‌ ନୋଟ ଦେଇଥିଲେ। ମାତ୍ର ଏହି ନୋଟ୍‌ କେଉଁଠୁ ଆଣିଲେ ବୋଲି ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ନ ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲେ। ସମ୍ପୃକ୍ତା ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ । ଏ ନେଇ ପୁରୀରେ ବେଶ୍‌ ଚର୍ଚ୍ଚା ହେଉଛି।

Share