ନୋରାଙ୍କୁ ମଲାଇକାଙ୍କ ସହ ତୁଳନା କଲେ ପ୍ରଶଂସକ, କାରଣ ଜାଣିଲେ…

ବଲିଉଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ପ୍ରଶଂସକଙ୍କ ପାଗଳ। ନୃତ୍ୟ ସହ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନୋରାଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଛି । ତେବେ ଏଥର ପ୍ରଶଂସକଙ୍କ ନୋରାଙ୍କୁ ଟ୍ରୋଲ କରିଛନ୍ତି। ନୋରା ନୂଆ ଭିଡିଓରେ ସବୁଥର ଭଳି ଗ୍ଲାମରସ ଅନ୍ଦାଜରେ ନଜର ଆସନ୍ତି । ତେବେ ନୋରା ଫଟୋ ପୋଜ ଦେଉଥିଲା ବେଳେ ଏପରି ଚାଲିଚାଲି ଆସିଲେ ପ୍ରଶଂସକଙ୍କ କହିଲେ ନୋରା ମଲାଇକାଙ୍କ ଭଳି ଚାଲିବାକୁ ଚେଷ୍ଟା କରୁଛନ୍ତି । ନୋରାଙ୍କ ଚାଲିଙ୍କୁ ମଲାଇକାଙ୍କ ସହ ତୁଳନା କରାଯାଇଛି । ତେବେ ମଲାଇକା ସର୍ବଦା ତାଙ୍କ ଚାଲିକୁ ନେଇ ଆଲୋଚନାରେ ରହିଥାନ୍ତି।

Share