କୃଷକଙ୍କୁ ସମବାୟ ଋଣରେ ମିଳିବ ୨ ପ୍ରତିଶତ ରିହାତି

ଭୁବନେଶ୍ୱର,୭।୬(ବ୍ୟୁରୋ): କୃଷକଙ୍କ ପାଇଁ ରାଜ୍ୟ ସରକାର ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। କୃଷକଙ୍କୁ ସମବାୟ ବ୍ୟାଙ୍କ ଋଣରେ ୨ୂଚନାଯୋ ପ୍ରତିଶତ ରିହାତି ମିଳିବ। ଏଥିରେ ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ବୈଠକରେ ଉଭୟ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

Share