ଫ୍ୟାଶନେବଲ ମାସ୍କ

ଏବେ ସମସ୍ତଙ୍କ ଲାଇଫ୍‌ ଷ୍ଟାଇଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମାସ୍କ। ସୁରକ୍ଷା ନିମନ୍ତେ ସମସ୍ତେ ମାସ୍କ ପିନ୍ଧୁଛନ୍ତି। ତେବେ ଫେସ୍‌ମାସ୍କ ପିନ୍ଧିବା ସମୟରେ କିଛି କଥାପ୍ରତି ଧ୍ୟାନ ଦେଲେ ଆପଣ ମଧ୍ୟ ଫ୍ୟାଶନେବଲ ଲାଗିବେ।
ଆଧୁନିକ ସମୟରେ ଧୀରେ ଧୀରେ ମାସ୍କ ପିନ୍ଧିବା ମଧ୍ୟ ଫ୍ୟାଶନ ଟ୍ରେଣ୍ଡ ହେଲାଣି। ତେଣୁ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଆପଣ ମଧ୍ୟ ମାସ୍କ ପିନ୍ଧିବା ସମୟରେ ଠିକ୍‌ ନିଷ୍ପତ୍ତି ନିଅନ୍ତୁ।
ନିଜ ପୋଷାକ ସହିତ ମ୍ୟାଚିଂ କରି ମାସ୍କ ପିନ୍ଧନ୍ତୁ। ଏହା ଫଳରେ ଆପଣ ଅଧିକ ଷ୍ଟାଇଲିଶ୍‌ ଲାଗିବେ।
ଉତ୍ସବରେ ଲଗାଇବା ପାଇଁ ଏବେ କନ୍ୟାମାନଙ୍କ ପାଇଁ ସ୍ବତନ୍ତ୍ରଭାବେ ଲେହେଙ୍ଗା ସହିତ ମ୍ୟାଚିଂ ମାସ୍କ ମଧ୍ୟ ମିଳୁଛି। ତେଣୁ ନିଜ ପୋଷାକ ଅନୁସାରେ ବ୍ରାଇଡାଲ୍‌ ମାସ୍କ ଆଣି ପିନ୍ଧନ୍ତୁ।
ଅବସରରେ ଯୋଗଦେବାକୁ ଯାଉଥିଲେ ପରିବେଶ ଅନୁକୂଳ ମାସ୍କ ଲଗାନ୍ତୁ।
ଟ୍ରେଣ୍ଡରେ ଏବେ ପ୍ରିଟେଣ୍ଡ ମାସ୍କ ସହିତ, ଫ୍ଲୋରାଲ୍‌ ମାସ୍କ, ଚେକ୍‌ ଆଣ୍ଡ ଷ୍ଟ୍ରାଇପ୍‌ ମାସ୍କ, ମୋନୋଟୋନ୍‌ ମାସ୍କ ଆଦି ଅଧିକ ବ୍ୟବହାର କରାଯାଉଛି। ତେଣୁ ଆପଣ ନିଜର ପସନ୍ଦ ଅନୁସାରେ ଏସବୁ ମାସ୍କ ବ୍ୟବହାର କରି ନିଜକୁ ଫ୍ୟାଶନ୍‌ ଟ୍ରେଣ୍ଡରେ ସାମିଲ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବି ଓଠରେ ହସ ଖେଳାଇଦିଏ

ମୋର ଜନ୍ମ ଏକ ମଫସଲ ଗାଁରେ। ନିମ୍ନ ମଧ୍ୟବିତ୍ତ ପରିବାର। ବାପା ଶିକ୍ଷକ। ମଧ୍ୟବିତ୍ତ ପରିବାରର ଏକ ବିଶେଷତ୍ୱ ଯାହା ସଚରାଚର ଦୃଷ୍ଟିଗୋଚର ହୁଏ ତା’ହେଲା...

ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖୁଥିଲେ କେଉଁଠି ରଖିବେ ନିହାତି ଜାଣନ୍ତୁ

ଲାଫିଙ୍ଗ୍‌ ବୁଦ୍ଧଙ୍କୁ ଖୁସି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ସେଥିପାଇଁ ଘରେ ତାଙ୍କର ମୂର୍ତ୍ତି ରଖିଲେ ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବା ସହ ନକାରାତ୍ମକ...

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ କରଜରୁ ମୁକ୍ତି ଚାହୁଁଥିଲେ

ଅସୁବିଧାରେ ପଡ଼ିଲେ ମଣିଷ ବାଧ୍ୟ ହୁଏ କରଜ କରିବାକୁ। ଆଉ ଠିକ୍‌ ସମୟରେ ଶୁଝିଦେଲେ ମନକୁ ଶାନ୍ତି ମିଳେ। କିନ୍ତୁ ବେଳେବେଳେ ଦେଖାଯାଏ, ଯେତେ ଚାହିଁଲେ...

ମନୁଷ୍ୟର ଏସବୁ କର୍ମ ପାଇଁ ହ୍ରାସ ପାଏ ଆୟୁଷ, ପ୍ରେମାନନ୍ଦ ମହାରାଜ କହିଲେ…

କଥାରେ ଅଛି କର୍ମ ଅନୁସାରେ ମିଳଇ ଫଳ। ଆମେ ଜୀବନରେ ଯେଉଁଭଳି କର୍ମ କରିଥାଉ, ତାର ପରିଣାମ ଆମକୁ ଏହି ଜନ୍ମରେ ଭୋଗିବାକୁ ପଡେ। ମଥୁରାର...

କୁମ୍ଭ ରାଶିର ବ୍ୟକ୍ତିଙ୍କ ଲାଗି କିଭଳି ରହିବ ବର୍ଷ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ସ୍ବାସ୍ଥ୍ୟ, ବୈବାହିକ ଜୀବନ ବିଷୟରେ… 

ଆସୁଛି ନବବର୍ଷ ୨୦୨୫। ଏହାକୁ ନେଇ ସମସ୍ତେ ଉତ୍ସାହିତ ଥିବା ବେଳେ ନୂଆ ବର୍ଷ କିଭଳି ଫଳ ଦେବ ତାହାକୁ ନେଇ ଚିନ୍ତିତ। ଏମିତିରେ ଆଜିର...

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଲାଗି କିଭଳି ରହିବ ୨୦୨୫? ଜାଣନ୍ତୁ କ୍ୟାରିୟର, ବ୍ୟବସାୟ, ବୈବାହିକ ଜୀବନ ଆଦି ବିଷୟରେ…

ଆସୁଛି ନୂଆବର୍ଷ ୨୦୨୫। ଏହା ମେଷ ରାଶିର ଜାତକଧାରୀଙ୍କ ଲାଗି କିଭଳି ରହିବ ତାହା ଆଜିର ଆଲୋଚନାରେ ଜାଣିବା। ତେବେ ବୈଦିକ ଜ୍ୟୋତିଷ ଅନୁଯାୟୀ ମେଷ...

୨୦୨୫ ପ୍ରଥମ ଦିନରେ ଏହି ୩ ରାଶିରେ ରହିଛି ରାଜଯୋଗ, ବଦଳିଯିବ ଭାଗ୍ୟ…

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆଗାମୀ ନୂତନ ବର୍ଷ ଅର୍ଥାତ୍‌ ୨୦୨୫ ଗ୍ରହ ନକ୍ଷତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଅନେକ ବଡ ଗ୍ରହ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri