ଶ୍ବଶୁର କାଟିଦେଲେ ବୋହୂର ନାକ, ପୂରାଘଟଣା ଜାଣିଲେ…

ଆଠଗଡ଼,୫।୮: ବୋହୂର ନାକ କାଟିଦେଲେ ଶ୍ବଶୁର। ଶ୍ବଶୁରଙ୍କ ଛୁରାମାଡ଼ରେ ବୋହୂର ନାକ କଟିଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ଗୁରୁଡିଝାଟିଆ ଥାନା ଗୋବରା ଗାଁରେ। ପାରିବାରିକ କଳହରୁ ଶ୍ବଶୁର ଛୁରାମାଡ଼ କରିଥିବା ସୂଚନାମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶ୍ବଶୁରଙ୍କୁ ଅଟକ ରଖିଛି। ଗୁରୁଡିଝାଟିଆ ପୋଲିସ ଘଟଣାର ଅଧିଙ୍କ ତଦନ୍ତ କରୁଛି।

Share