କଟକ-ବାରବାଟୀରେ ସୋଫିଆ-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର

ଓଡ଼ିଶା ବିଧାନସଭାରେ ଭୋଟ କାଉଣ୍ଟିଂରେ ଭାଜପା ୭୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ରେ ରହିଛି। ତେବେ ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୩୦୬୨ ଆସନରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋଶ ୩୦୬୦ ଆସନରେ ଅଛନ୍ତି। ଦୁହିଁଙ୍କ ମଧ୍ୟରେ କଟକ-ବାରବାଟୀରୁ କଡା ଟକ୍କର ହେଉଥିବା ଜଣାପଡିଛି।

Share