Posted inଖେଳ

ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ: ଭାରତ-ଆଫଗାନିସ୍ତାନ ମ୍ୟାଚ ଡ୍ର

ଆଭା(ସାଉଦି ଆରବ),୨୨ା୩: ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସ ୨୦୨୬ର ଗ୍ରୁପ୍‌ ‘ଏ’ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଛି। ଏହି ଫଳାଫଳ ଉଭୟ ଦଳର କୋଚ୍‌ ଇଗୋର ଷ୍ଟିମାକ୍‌ ଓ ଆସ୍‌ଲେ ଓ୍ବେଷ୍ଟଉଡ୍‌ଙ୍କୁ କିଛି ଅଂଶରେ ହତାଶ କରିଛି। ମ୍ୟାଚରେ ଉଭୟ ଦଳ ଗୋଲ୍‌ ସ୍କୋର କରିବାର କେତୋଟି ସୁଯୋଗ ପାଇଥିଲେ ହେଁ ହାତଛଡ଼ା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ଘାରିଲାଣି ଭୟ: ଚାଇନା ପରେ ଏହି ଦେଶକୁ ମାଗିଲା ସାହାଯ୍ୟ

ଇସଲାମାବାଦ୍‌,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି। ଭାରତର ଆକ୍ରମଣ ଭୟରେ ପାକିସ୍ତାନ ବନ୍ଧୁ ଦେଶ ତୁର୍କୀଠାରୁ ସାହାଯ୍ୟ ଲୋଡ଼ିଛି। ତୁର୍କୀର...

Rishabh Pantଙ୍କ ଉପରେ BCCI ଲଗାଇଲା ୨୪ ଲକ୍ଷ ଟଙ୍କାର ଜରିମାନା, ବର୍ତ୍ତି ପାରିଲାନି LSG ଟିମ୍‌

ନୂଆଦିଲ୍ଲୀ,୨୮।୪: ରବିବାର ୱାଙ୍ଖଡେ ଷ୍ଟାଡିୟମରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫୪ ରନରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ ପରେ ଲକ୍ଷ୍ନୌର ଅଧିନାୟକ ରିଷଭ ପନ୍ତଙ୍କୁ...

ଅଧିକାରୀଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ଚାଳକଙ୍କ ଜୀବନ

ପାଟଣା,୨୮ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ଉଦୟପୁର ବରବେଡ଼ା ରାସ୍ତାର ଖୁଣ୍ଟାପଡ଼ା ପଞ୍ଚାୟତ ଚାତର ପାଣି ନିକଟରେ ସୋମବାର ପୂର୍ବାହ୍ନରେ ସରକାରୀ ବାବୁଙ୍କ...

IPL 2025 Video: ଧୋନୀଙ୍କ ଦଳ ହାରୁଥିବା ଦେଖି ଭୋ ଭୋ ହୋଇ କାନ୍ଦିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ:ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୮।୪: ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ୨୦୨୫ ସବୁଠାରୁ ଖରାପ ସିଜନ ପ୍ରମାଣିତ ହୋଇଛି। ଦଳ ପଏଣ୍ଟ ଟେବୁଲର ସବୁଠାରୁ...

ଭାରତର ବଡ଼ ଆକ୍ସନ GEO News, SAMAA TV ସମେତ ୧୬ ପାକିସ୍ତାନୀ Youtube ଚ୍ୟାନେଲ ବ୍ୟାନ

ନୂଆଦିଲ୍ଲୀ,୨୮।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଗୃହ ମନ୍ତ୍ରଣାଳୟର ସୁପାରିଶ ଉପରେ କାର୍ଯ୍ୟ କରି ଭାରତ ସରକାର ୧୬ଟି ପାକିସ୍ତାନୀ Youtube ଚ୍ୟାନେଲକୁ ନିଷିଦ୍ଧ...

ସୁଧୁରୁନି ପାକିସ୍ତାନ: ପୁଣି ଅସ୍ତ୍ରବିରତି କଲା ଉଲ୍ଲଂଘନ, ଭାରତ ମୁହଁତୋଡ ଜବାବ

ଶ୍ରୀନଗର,୨୮।୪: ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି। କିନ୍ତୁ ଏହି ପରିସ୍ଥିତିରେ ମଧ୍ୟ ପାକିସ୍ତାନ ସୁଧୁରିବାର ନାଁ ଧରୁନି। ସେ...

ଭାରତକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଶାହିଦ ଆଫ୍ରିଦ: ଯଦି ବନ୍ଦ କରିବାର ଅଛି, ତେବେ ସବୁ କର

ଇସଲାମାବାଦ୍‌,୨୮।୪:ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପ୍ରତ୍ୟେକ କ୍ଷେତ୍ରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ, ବିସିସିଆଇ ପାକିସ୍ତାନ କ୍ରିକେଟ ଦଳ...

ଭାରତ ସହ ଯୁଦ୍ଧ ଆଶଙ୍କା କରି ଅସିମ ମୁନିରଙ୍କ ଇସ୍ତଫା ଚେତାବନୀ

ଇସଲମାବାଦ,୨୮ା୪:  ଭାରତ ସହିତ ଯୁଦ୍ଧର ଭୟ ବୃଦ୍ଧି ପାଇବା ଏବଂ କଶ୍ମୀରର ପହଲଗାମରେ ଗତ ସପ୍ତାହର ଆତଙ୍କବାଦୀ ଆକ୍ରମଣ ପରେ ସାମରିକ କର୍ମଚାରୀଙ୍କ ମଧ୍ୟରେ ଇସ୍ତଫା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image